ETV Bharat / state

କୋରାପୁଟରେ ସବୁଥାଇ ମଧ୍ୟ ପଛୁଆ: ଧର୍ମେନ୍ଦ୍ର ପ୍ରଧାନ

ଜିଲ୍ଲାରେ ସବୁକିଛି ଥାଇ ବି ରାଜ୍ୟରେ ଶାସନ କରୁଥିବା ବିଜେଡି ସରକାରଙ୍କ ଅବହେଳା ଯୋଗୁଁ ଏହି ଅଞ୍ଚଳ ଅନେକ ପଛରେ ପଡିଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଧର୍ମେନ୍ଦ୍ର ପ୍ରଧାନ ଅଭିଯୋଗ କରିଛନ୍ତି।

author img

By

Published : Apr 3, 2019, 3:04 AM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, କୋରାପୁଟ

କୋରାପୁଟ: ଜିଲ୍ଲାରେ ସବୁକିଛି ଥାଇ ବି ରାଜ୍ୟରେ ଶାସନ କରୁଥିବା ବିଜେଡି ସରକାରଙ୍କ ଅବହେଳା ଯୋଗୁଁ ଏହି ଅଞ୍ଚଳ ଅନେକ ପଛରେ ପଡିଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଧର୍ମେନ୍ଦ୍ର ପ୍ରଧାନ ଅଭିଯୋଗ କରିଛନ୍ତି। ମଙ୍ଗଳବାର ଲକ୍ଷ୍ମୀପୁରଠାରେ ଏକ ନିର୍ବାଚନୀ ସଭାରେ ଉଦବୋଧନ ଦେଇ ସେ ବିଜେଡି ସରକାରର ବିଫଳତା ଦର୍ଶାଇ ରାଜ୍ୟ ଓ କେନ୍ଦ୍ରରେ ବିଜେପିର ଶାସନ ଆଣିବା ପାଇଁ ଜନସାଧାରଣ ଙ୍କୁ ନିବେଦନ କରିଥିଲେ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, କୋରାପୁଟ

କିଛି ଦିନ ପୂର୍ବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ର ଓ ରାଜ୍ୟରେ ବିଜେପିର ଡବଲ ଇଞ୍ଜିନର ଆବଶ୍ୟକତାକୁ କହିଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସେହି କଥାକୁ ଦୋହରାଇଥିଲେ। ବିଜେଡି ସରକାର ଅମଳରେ କୋରାପୁଟ ଜିକ୍କାର ଖଣି ଗୁଡିକ ବିକ୍ରି କରିଦେଇ ସାଧାରଣ ଜନତାଙ୍କୁ ନିଶ୍ୱ କରି ଦିଆଯାଉଛି କହି ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଜେଡିର ସ୍ଥାନୀୟ ନେତୃବର୍ଗଙ୍କୁ ତୀବ୍ର ସମାଲୋଚନା କରିଥିଲେ।

ଏହି ସାଧାରଣ ସଭାରେ ଲକ୍ଷ୍ମୀପୁର , ଦଶମନ୍ତପୁର , ନାରାୟଣପାଟଣା ଓ ବନ୍ଧୁଗାଁ ଅଞ୍ଚଳର ବହୁ ବ୍ୟକ୍ତି ଯୋଗ ଦେଇଥିଲେ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

Intro:Body:

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.