ETV Bharat / state

ସମାପ୍ତ ହେଲା ପଲ୍ଲୀଶ୍ରୀ ମେଳା: ଶେଷ ଦିନରେ 5କୋଟିର ବ୍ୟବସାୟ - କୋରାପୁଟ ସରକାରୀ ମହାବିଦ୍ୟାଳୟ

କୋରାପୁଟ ସରକାରୀ ମହାବିଦ୍ୟାଳୟ ପଡ଼ିଆରେ ଚଳିତ ମାସ 16 ତାରିଖରୁ ପଲ୍ଲୀଶ୍ରୀ ମେଳା ଆୟୋଜିତ ହେବାପରେ ଏହା ବୁଧବାର ସମାପ୍ତ ହୋଇଯାଇଛି ।

ସମାପ୍ତ ହେଲା ପଲ୍ଲୀଶ୍ରୀ ମେଳା: ଶେଷ ଦିନରେ ବ୍ୟବସାୟ 5କୋଟି
author img

By

Published : Nov 21, 2019, 4:10 AM IST

କୋରାପୁଟ: ରାଜ୍ୟସ୍ତରୀୟ ଆଦିବାସୀ ଲୋକ ମହୋତ୍ସବ ପରବ ପାଳନ ଅବସରରେ କୋରାପୁଟ ସରକାରୀ ମହାବିଦ୍ୟାଳୟ ପଡ଼ିଆରେ ଚଳିତ ମାସ 16 ତାରିଖରୁ ପଲ୍ଲୀଶ୍ରୀ ମେଳା ଆୟୋଜିତ ହେବାପରେ ଏହା ବୁଧବାର ସମାପ୍ତ ହୋଇଯାଇଛି ।

ସମାପ୍ତ ହେଲା ପଲ୍ଲୀଶ୍ରୀ ମେଳା: ଶେଷ ଦିନରେ ବ୍ୟବସାୟ 5କୋଟି

ଏହି ମେଳାରେ ରାଜ୍ୟ ଓ ରାଜ୍ୟ ବାହାରୁ ବିଭିନ୍ନ ରକମର ବ୍ୟବସାୟ କରୁଥିବା ଛୋଟ ବଡ ବେପାରୀ ପହଞ୍ଚିଥିବା ବେଳେ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରୁ ଆସିଥିବା ମହିଳା ସ୍ବୟଂ ସହାୟକ ଦଳ ଗୁଡିକ ନିଜ ନିଜ ଅଞ୍ଚଳର ବିଶେଷ ଉତ୍ପାଦନକୁ ସାଥିରେ ଆଣି ଏହି ବିଶାଳ ବଜାରରେ ଲାଭବାନ ହୋଇଛନ୍ତି ।

କୋରାପୁଟ ଜିଲ୍ଲାର ଆଦିବାସୀ ମଧ୍ୟ ଜିଲ୍ଲା ପ୍ରଶାସନ ତଥା ଅରମାସର ସକ୍ରିୟ ସହଯୋଗରେ ଭଲ ବ୍ୟବସାୟ କରି ଆଗକୁ ବଢିବା ଦିଗରେ ଉତ୍ସାହିତ ହୋଇଛନ୍ତି । ପାଞ୍ଚଦିନ ଧରି ଚାଲିଥିବା ଏହି ସ୍ବତନ୍ତ୍ର ବଜାରରେ ସମୁଦାୟ 5.1 କୋଟି ଟଙ୍କାର ବ୍ୟବସାୟ ହୋଇଥିବା ଅରମାସର ଜିଲ୍ଲା ପ୍ରକଳ୍ପ ଅଧିକାରୀ ରୋଶନ କାର୍ତ୍ତିକ ଜଣାଇଛନ୍ତି ।

କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ

Intro:ରାଜ୍ୟସ୍ତରୀୟ ଆଦିବାସୀ ଲୋକ ମହୋତ୍ସବ ପରବ ପାଳନ ଅବସରରେ କୋରାପୁଟ ସରକାରୀ ମହାବିଦ୍ୟାଳୟ ପଡ଼ିଆରେ ଚଳିତ ମାସ ୧୬ ତାରିଖରୁ ପଲ୍ଲୀଶ୍ରୀ ମେଳା ଆୟୋଜିତ ହେବାପରେ ଆଜି ସମାପ୍ତ ହୋଇଯାଇଛି ।Body:ଏହି ମେଳାରେ ରାଜ୍ୟ ଓ ରାଜ୍ୟ ବାହାରୁ ବିଭିନ୍ନ ରକମର ବ୍ୟବସାୟ କରୁଥିବା ଛୋଟ ବଡ ବେପାରୀ ପହଁଚିଥିବା ବେଳେ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରୁ ଆସିଥିବା ମହିଳା ସ୍ୱୟଂ ସହାୟକ ଦଳ ଗୁଡିକ ନିଜ ନିଜ ଅଂଚଳର ବିଶେଷ ଉତ୍ପାଦନ କୁ ସାଥିରେ ଆଣି ଏହି ବିଶାଳ ବଜାରରେ ଲାଭବାନ ହୋଇଛନ୍ତି । କୋରାପୁଟ ଜିଲ୍ଲାର ଆଦିବାସୀ ମଧ୍ୟ ଜିଲ୍ଲା ପ୍ରଶାସନ ତଥା ଅରମାସ ର ସକ୍ରିୟ ସହଯୋଗରେ ଭଲ ବ୍ୟବସାୟ କରି ଆଗକୁ ବଢିବା ଦିଗରେ ଉତ୍ସାହିତ ହୋଇଛନ୍ତି । ପାଞ୍ଚଦିନ ଧରି ଚାଲିଥିବା ଏହି ସ୍ୱତନ୍ତ୍ର ବଜାରରେ ସମୁଦାୟ ୫.୧ କୋଟି ଟଙ୍କାର ବ୍ୟବସାୟ ହୋଇଥିବା ଅରମାସ ର ଜିଲ୍ଲା ପ୍ରକଳ୍ପ ଅଧିକାରୀ ରୋଶନ କାର୍ତ୍ତିକ ଜଣାଇଛନ୍ତି । Conclusion:ବାଇଟ : ରୋଶନ କାର୍ତ୍ତିକ
.......
ଶାନ୍ତାକାର
କୋରାପୁଟ
............
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.