ETV Bharat / state

କିନ୍ନର ପାଇଲେ ଭତ୍ତା - କିନ୍ନର ପାଇଲେ ଭତ୍ତା

କୋରାପୁଟରେ 31 ଜଣଙ୍କୁ ଭତ୍ତା ପ୍ରଦାନ କରାଯାଇଛି । ଆଗାମୀ ଦିନରେ ଉପକୃତ ହେବେ ଅଧିକ କିନ୍ନର । ସୂଚନା ଦେଲେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ । ଅଧିକ ପଢନ୍ତୁ...

Kinnear received the allowance in koraphut
କିନ୍ନର ପାଇଲେ ଭତ୍ତା
author img

By

Published : Jan 29, 2021, 10:03 PM IST

କୋରାପୁଟ: ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଚିହ୍ନଟ ହୋଇଥିବା 104 ଜଣ କିନ୍ନରଙ୍କ ମଧ୍ୟରୁ ଆଜି(ଶୁକ୍ରବାର) 31 ଜଣଙ୍କୁ ଭତ୍ତା ପ୍ରଦାନ କରାଯାଇଛି । ଆୟୋଜିତ ଏକ ସଭାରେ ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ଓ ଜିଲ୍ଲା ମହିଳା ବିଜେଡି ପର୍ଯ୍ୟବେକ୍ଷକ ମୀରା ପରିଡାଙ୍କ ଉପସ୍ଥିତିରେ ପ୍ରତ୍ୟେକ କିନ୍ନରଙ୍କୁ 500 ଟଙ୍କା ଲେଖାଏଁ ମାସିକ ଭତ୍ତା ପ୍ରଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି ।

କିନ୍ନର ପାଇଲେ ଭତ୍ତା

ଅନ୍ୟ 73 ଜଣକୁ ମଧ୍ୟ ଆସନ୍ତା ଦିନରେ ଭତ୍ତା ପ୍ରଦାନ କରାଯିବ ବୋଲି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୂଚନା ଦେଇଛନ୍ତି । ଯାହାଦ୍ବାରା କିନ୍ନରମାନେ ଉପକୃତ ହେବେ ।

କୋରାପୁରଟୁ ସି.ଏଚ ଶାନ୍ତାକାର ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.