ETV Bharat / state

ଇଞ୍ଜିନ ଖରାପ ଯୋଗୁଁ 2 ଘଣ୍ଟା ଅଟକିଲା ଜଗଦଲପୁର-ରାଉରକେଲା ଏକ୍ସପ୍ରେସ - 2 ଘଣ୍ଟା ଅଟକିଲା ଟ୍ରେନ

ଇଞ୍ଚିନରେ ତୃଟି ଯୋଗୁଁ କୋରାପୁଟ ଲକ୍ଷ୍ମୀପୁର ପରବର୍ତ୍ତୀ ସିଙ୍ଗାରାମ ଷ୍ଟେସନରେ ଦୁଇଘଣ୍ଟା ଅଟକିଲା ଜଗଦଲପୁର-ରାଉରକେଲା ଏକ୍ସପ୍ରେସ। ଅଧିକ ପଢ଼ନ୍ତୁ...

jagdalpur-raurkela express, jagdalpur-raurkela express stuck, train stops for 2 hours, singaram station of koraput, defect in engine, ଜଗଦଲପୁର-ରାଉରକେଲା ଏକ୍ସପ୍ରେସ, ହୀରାଖଣ୍ଡ ଏକ୍ସପ୍ରେସ, 2 ଘଣ୍ଟା ଅଟକିଲା ଟ୍ରେନ, ଇଞ୍ଜିନ ଖରାପ ଯୋଗୁଁ ଅଟକିଲା ଟ୍ରେନ
2 ଘଣ୍ଟା ଅଟକିଲା ଜଗଦଲପୁର-ରାଉରକେଲା ଏକ୍ସପ୍ରେସ
author img

By

Published : Dec 16, 2019, 10:06 PM IST

କୋରାପୁଟ: ସୋମବାର ସନ୍ଧ୍ୟା 4.30 ସମୟରେ କୋରାପୁଟରୁ ବାହାରି ରାଉରକେଲା ଅଭିମୁଖେ ଯାଉଥିବା ଜଗଦଲପୁର-ରାଉରକେଲା ଏକ୍ସପ୍ରେସ ଲକ୍ଷ୍ମୀପୁର ପରବର୍ତ୍ତୀ ସିଙ୍ଗାରାମ ରେଳଷ୍ଟେସନରେ ସନ୍ଧ୍ୟା 6ଟା ବେଳ ଠାରୁ ଅଟକି ରହିଥିଲା।

2 ଘଣ୍ଟା ଅଟକିଲା ଜଗଦଲପୁର-ରାଉରକେଲା ଏକ୍ସପ୍ରେସ

ଟ୍ରେନର ଇଞ୍ଜିନରେ କୌଣସି ତୃଟି ଦେଖାଯାଇଥିବା ଯୋଗୁଁ ଏହା ଅଟକି ରହିଥିଲା। ଏହାର ମରାମତି କାମ ଚାଲିଥିବା ବେଳେ ଅନ୍ୟ ଏକ ଇଞ୍ଜିନ ଆସିବାରୁ ପ୍ରାୟ ରାତି 8ଟା ବେଳେ ଟ୍ରେନ ପୁଣିଥରେ ଆଗକୁ ଗଡିଥିବା ଜଣାପଡିଛି। ଟ୍ରେନ ଅଟକି ରହିବା କାରଣରୁ ଭୁବନେଶ୍ବର ଯାଉଥିବା ହୀରାଖଣ୍ଡ ଏକ୍ସପ୍ରେସ ମଧ୍ୟ ସେତିକି ସମୟ ପର୍ଯ୍ୟନ୍ତ କାକିରିଗୁମ୍ମା ଠାରେ ଅଟକି ରହିଥିଲା।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

Intro:ଆଜି ସନ୍ଧ୍ୟା 4.30 ସମୟରେ କୋରାପୁଟରୁ ବାହାରି ରାଉରକେଲା ଅଭିମୁଖେ ଯାଉଥିବା ରେଲଗାଡି ଲାଷ୍ମୀପୁର ପରବର୍ତୀ ସିଙ୍ଗାରାମ ରେଳଷ୍ଟେସନରେ ସନ୍ଧ୍ୟା 6ଟା ବେଳଠାରୁ ଅଟକି ରହିଥିଲା ।Body:ରେଲଗାଡିର ଇଞ୍ଜିନରେ କୌଣସି ତ୍ରୁଟି ଦେଖାଯାଇଥିବା ଯୋଗୁଁ ଏହା ଅଟକି ରହିଥିବା ଯୋଗୁଁ ଏହାର ମରାମତି କାମ ଚାଲିଥିବା ବେଳେ ଅନ୍ୟ ଏକ ଇଞ୍ଜିନ ଆସିବାରୁ ସନ୍ଧ୍ୟା 8 ଟା ବେଳେ ରେଲଗାଡି ପୁଣିଥରେ ଆଗକୁ ଗାଡିଥିବା ଜଣାପଡିଛି ।ଏହି ରେଲଗାଡି ଅଟକି ରହିଥିବା ଯୋଗୁଁ ତା ପରେ ପରେ ଭୁବନେଶ୍ୱର ଯାଉଥିବା ହୀରାଖଣ୍ଡ ଏକ୍ସପ୍ରେସ ସେତିକି ସମୟ ପର୍ଯ୍ୟନ୍ତ କାକିରିଗୁମ୍ମା ଠାରେ ଅଟକି ରହିଥିଲା ।Conclusion:.....
ଶାନ୍ତାକାର
କୋରାପୁଟ
.........
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.