ETV Bharat / state

କୋରାପୁଟରୁ କୋଟିଏରୁ ଊର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଜବତ, 5 ଗିରଫ - koraput news

ସେମିଳିଗୁଡା ନିକଟସ୍ଥ କକରିଗୁଡା ଛକ ଠାରେ ପୋଲିସର ଅତର୍କିତ ଚଢ଼ଉ। ଚଢଉବେଳେ ଗୋଟିଏ ମିନି ପିକଅପ ଭ୍ୟାନରୁ 10 କ୍ବିଣ୍ଟାଲ ଗଞ୍ଜେଇ ଜବତ ସହ 5 ଜଣଙ୍କୁ ଗିରଫ କରାଯାଇଛି । ଅଧିକ ପଢନ୍ତୁ...

କୋରାପୁଟ କକରିଗୁଡା ଛକରେ କୋଟିଏରୁ ଊର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଜବତ, 5 ଗିରଫ

author img

By

Published : Sep 19, 2020, 7:41 PM IST

କୋରାପୁଟ: ସେମିଳିଗୁଡା ନିକଟସ୍ଥ କକରିଗୁଡା ଛକ ଠାରେ ପୋଲିସର ଅତର୍କିତ ଚଢ଼ଉ । ଚଢଉବେଳେ ଗୋଟିଏ ମିନି ପିକଅପ ଭ୍ୟାନରୁ 10 କ୍ବିଣ୍ଟାଲ ଗଞ୍ଜେଇ ଜବତ ହୋଇଛି । ଯାହାର ବଜାର ମୂଲ୍ୟ ପ୍ରାୟ କୋଟିଏ ଟଙ୍କା ହେବ ବୋଲି ଅନୁମାନ କରାଯାଉଥିବା ସେମିଳିଗୁଡା ଥାନାଧିକାରୀ ସୂଚନା ଦେଇଛନ୍ତି ।

କୋରାପୁଟ କକରିଗୁଡା ଛକରେ କୋଟିଏରୁ ଊର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଜବତ, 5 ଗିରଫ

ଏ ମାମଲାରେ କୁନ୍ଦୁଲି, ମାଳିପୁଟ, ପୁକାଲି, ପଟ୍ଟାଙ୍ଗି ଓ ନନ୍ଦପୁର ଅଞ୍ଚଳର 5 ଜଣ ଯୁବକଙ୍କୁ ପୋଲିସ ଗିରଫ କରିଛି । ଏଥିରେ ବ୍ୟବହାର କରାଯାଇଥିବା ଭ୍ୟାନ ଓ ମଟର ସାଇକଲକୁ ମଧ୍ୟ ଜବତ କରାଯାଇଛି ।

କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.