ETV Bharat / state

ସୁନାବେଡାରୁ ଗଞ୍ଜେଇ ଜବତ, 5 ଗିରଫ

author img

By

Published : Feb 5, 2021, 9:05 PM IST

ପଟାଙ୍ଗୀରୁ ରାୟପୁର ଚାଲାଣ ବେଳେ ସୁନାବେଡା ପୋଲିସ ଗଞ୍ଜେଇ ଜବତ କଲା । ଏହା ସହ 5 ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଅଧିକ ପଢନ୍ତୁ...

ganja seize
ସୁନାବେଡାରୁ ଗଞ୍ଜେଇ ଜବତ, 5 ଜଣ ଗିରଫ

କୋରାପୁଟ: ସୁନାବେଡାରୁ ଗଞ୍ଜେଇ ଜବତ,5 ଜଣ ଗିରଫ । କୋରାପୁଟ ଜିଲ୍ଲାରୁ ରାୟପୁର ଚାଲାଣ ବେଳେ ବୋଲେରରୁ ଗଞ୍ଜେଇ ଜବତ କଲା ସୁନାବେଡା ପୋଲିସ ।

ସୂଚନା ଅନୁଯାୟୀ କୌଣସି ସୂତ୍ରରୁ ଖବର ପାଇଁ ସୁନାବେଡା ପୋଲିସ ବସଷ୍ଟାଣ୍ଡ ନିକଟରେ ପଟ୍ଟାଙ୍ଗୀରୁ ରାୟପୁର ଚାଲାଣ ହେଉଥିବା ବୋଲେରକୁ ଅଟକାଇଥିଲା । ବୋଲେରରୁ 162 କିଲୋ ଗଞ୍ଜେଇ ଜବତ କରିବା ସହ ପାଞ୍ଚ ଜଣଙ୍କୁ ଗିରଫ କରିଥିଲା ପୋଲିସ । ଏହା ପରେ ପୋଲିସ ଗିରଫ ପାଞ୍ଚ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ।

କୋରାପୁଟରୁ ସିଏଚ ଶାନ୍ତାକାର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.