ETV Bharat / state

ଘୂରିବୁଲୁଛି ଜିଲ୍ଲାପାଳଙ୍କ ଜାଲ ଦସ୍ତଖତର ନିର୍ଦ୍ଦେଶନାମା, ତଦନ୍ତ ଦାବି

କୋରାପୁଟରେ ଘୂରିବୁଲୁଛି ଜିଲ୍ଲାପାଳଙ୍କ ଜାଲ ଦସ୍ତଖତର ନିର୍ଦ୍ଦେଶନାମା । ଯାହାକୁ ନେଇ କିଛି ଯୁବକ କୋରାପୁଟ ଜିଲ୍ଲାପାଳ ଓ ଏସପିଙ୍କୁ ଭେଟି ଘଟଣାର ତଦନ୍ତ କରିବା ପାଇ ଦାବି କରିଛନ୍ତି ।

koraput
ଜିଲ୍ଲାପାଳଙ୍କ ଜାଲ ଦସ୍ତଖତର ନିର୍ଦ୍ଦେଶନାମା
author img

By

Published : Jan 18, 2020, 3:56 AM IST

କୋରାପୁଟ: ଗଣମାଧ୍ୟମରେ ଘୂରିବୁଲୁଛି ଜିଲ୍ଲାପାଳଙ୍କ ଜାଲ ଦସ୍ତଖତର ନିର୍ଦ୍ଦେଶନାମା । ଓଡିଶା ଶାସନର ଲୋଗୋ ଥିବା ଏକପତ୍ରରେ ଓଡିଶା ସରକାରଙ୍କ ନିୟମାବଳୀ ପତ୍ର-୨୦୨୦ ବୋଲି ଦର୍ଶାଯାଇ ଏକ କାଗଜ ଗତ ତିନିଦିନ ଧରି ସାମାଜିକ ଗଣମାଧ୍ୟମରେ ଘୁରିବୁଲୁଛି । ଯାହାକୁ ନେଇ କିଛି ଯୁବକ କୋରାପୁଟ ଜିଲ୍ଲାପାଳ ଓ ଏସପିଙ୍କୁ ଭେଟି ଘଟଣାର ତଦନ୍ତ କରିବା ପାଇ ଦାବି କରିଛନ୍ତି ।

ଜାଲ ଦସ୍ତଖତର ନିର୍ଦ୍ଦେଶନାମା

କାଗଜର ନିମ୍ନ ଭାଗରେ ଜିଲ୍ଲାପାଳ କୋରାପୁଟ ଲେଖାଯାଇ ଏକ ନିର୍ଦ୍ଦିଷ୍ଟ ଧର୍ମାବଲମ୍ବୀ ଲୋକେ କିପରି ବ୍ୟବହାର କରିବା କଥା ସେ ସଂକ୍ରାନ୍ତରେ ନିର୍ଦ୍ଦେଶନାମା ଥିବା ଏହି ପତ୍ରଟି ଜିଲ୍ଲାପାଳଙ୍କ ଦ୍ବାରା ପ୍ରେରିତ ହୋଇଥିବା ଭଳି ଭ୍ରମ ସୃଷ୍ଟି କରୁଛି ।

ଏହି ପତ୍ରକୁ ନେଇ ସେହି ଧର୍ମାବଲମ୍ବୀଙ୍କ ମନକୁ ଆନ୍ଦୋଳିତ କରିଥିବା ବେଳେ ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କ ଦସ୍ତଖତ ଭଳି ଦେଖାଯାଉଥିବା ଲେଖାଟିରେ ମିଶ୍ର ସ୍ଥାନରେ ଦାସ ଲେଖାଯାଇଥିବା ଦେଖି ଲୋକେ ଏଥିରେ ସତ୍ୟତା ନଥିବା ନେଇ ଆଶ୍ବସ୍ତ ହୋଇଥିଲେ ।

ତେବେ ଦାମନଯୋଡି ଖ୍ରୀଷ୍ଟିୟ ଯୁବ ସମାଜ ତରଫରୁ କିଛି ଯୁବକ କୋରାପୁଟ ଜିଲ୍ଲାପାଳ ଓ ଏସପିଙ୍କୁ ଭେଟି ଘଟଣାର ତଦନ୍ତ କରିବା ପାଇ ଦାବି କରିଛନ୍ତି । କୋରାପୁଟ ଏସପି ମୁକେଶ ଭାମୁ ଘଟଣାଟିକୁ ଗୁରୁତ୍ବର ସହ ନେଇଛନ୍ତି ଏବଂ ଆଇନ ଅନୁଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୋରାପୁଟ ଏସଡିପିଓ ବଳଭଦ୍ର କୂଳଦୀପ କହିଛନ୍ତି ।

କୋରାପୁଟ ସିଏଚ ଶାନ୍ତାକାର, ଇଟିଭି ଭାରତ

Intro:ଓଡିଶା ଶାସନର ଲୋଗୋ ଥିବା ଏକ ପତ୍ରରେ ଓଡିଶା ସରକାରଙ୍କ ନିୟମାବଳୀ ପତ୍ର-୨୦୨୦ ବୋଲି ଦର୍ଶାଯାଇ ଏକ କାଗଜ ଗତ ତିନିଦିନ ଧରି ସାମାଜିକ ଗଣମାଧ୍ୟମରେ ଜଣକ ଠାରୁ ଆଉଜଣ ପାଖକୁ ଘୁରିବୁଲୁଛି ।Body:କାଗଜର ନିମ୍ନ ଭାଗରେ ଜିଲ୍ଲାପାଳ କୋରାପୁଟ ଲେଖାଯାଇ ଏକ ନିର୍ଦିଷ୍ଟ ଧର୍ମାବଲମ୍ବୀ ଲୋକେ କିପରି ବ୍ୟବହାର କରିବା କଥା ସେ ସଂକ୍ରାନ୍ତରେ ଆଦେଶନାମା ଥିବା ଏହି ପତ୍ରଟି ଜିଲ୍ଲାପାଳଙ୍କ ଦ୍ୱାରା ପ୍ରେରିତ ହୋଇଥିବା ଭଳି ଭ୍ରମ ଶୃଷ୍ଟି କରୁଛି । ଏହି ପତ୍ରକୁ ନେଇ ସେହି ଧର୍ମାବଲମ୍ବୀ ଙ୍କ ମନକୁ ଆନ୍ଦୋଳିତ କରିଥିବା ବେଳେ ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କ ଦସ୍ତଖତ ଭଳି ଦେଖାଯାଉଥିବା ଲେଖାଟିରେ ମିଶ୍ର ସ୍ଥାନରେ ଦାସ ଲେଖାଯାଇଥିବା ଦେଖି ଲୋକେ ଏଥିରେ ସତ୍ୟତା ନଥିବା ନେଇ ଆଶ୍ୱସ୍ତ ହୋଇଥିଲେ ।
ତେବେ ଦାମନଯୋଡି ଖ୍ରୀଷ୍ଟିୟ ଯୁବ ସମାଜ ତରଫରୁ କିଛି ଯୁବକ କୋରାପୁଟ ଜିଲ୍ଲାପାଳ ଓ ଏସପି ଙ୍କୁ ଭେଟି ଘଟଣାର ତଦନ୍ତ କରିବା ପାଈଁ ଦାବି କରିଛନ୍ତି। କୋରାପୁଟ ଏସପି ମୁକେଶ ଭାମୁ ଘଟଣାଟିକୁ ଗୁରୁତ୍ବର ସହ ନେଇଛନ୍ତି ଏବଂ ଆଇନ ଅନୁଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୋରାପୁଟ ଏସ୍ଡିପିଓ ବଳଭଦ୍ର କୂଳଦୀପ ଜଣାଇଛନ୍ତି । Conclusion:ବାଇଟ : ରାମିଲ କୂଳଦୀପ
ବାଇଟ : ବଳଭଦ୍ର କୂଳଦୀପ , ଏସ୍ଡିପିଓ , କୋରାପୁଟ
..........
ଶାନ୍ତାକାର
କୋରାପୁଟ
..........
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.