ETV Bharat / state

ନକଲି ଗୁଟଖା କାରଖାନା ଜବତ - ସେମିଳିଗୁଡା

କୋରାପୁଟ ସେମିଳିଗୁଡା ଠାରୁ ଦାମନଯୋଡି ଯାଇଥିବା ରାସ୍ତା କଡର ଏକ ଘରୁ ପୋଲିସ ନକଲି ଗୁଟକା କାରଖାନା ଜବତ କରିଛି । ଅଧିକ ପଢନ୍ତୁ

Photo
Photo
author img

By

Published : Nov 17, 2021, 10:54 PM IST

କୋରାପୁଟ: କୋରାପୁଟ ସେମିଳିଗୁଡା ଠାରୁ ଦାମନଯୋଡି ଯାଇଥିବା ରାସ୍ତା କଡର ଏକ ଘରୁ ପୋଲିସ ନକଲି ଗୁଟକା କାରଖାନା ଜବତ କରିଛି ।

ସେମିଳିଗୁଡାରେ ନକଲି ଗୁଟଖା କାରଖାନା ଜବତ

ସେମିଳିଗୁଡା ପୋଲିସ ଦ୍ବାରା ୫୦ ଲକ୍ଷ ଟଙ୍କା ର ଗୁଟଖା ଜବତ କରାଯିବା ସହ ଜଣେ ବ୍ୟକ୍ତିକୁ ଗିରଫ କରାଯାଇଛି । ଗିରଫ ବ୍ୟକ୍ତିଙ୍କ ଘର ହାଇଦ୍ରାବଦରେ ବୋଲି ସୁନାବେଡା ଏସଡିପିଓ ମନୋଜ କୁମାର ବେହେରା ସୂଚନା ଦେଇଛନ୍ତି। ଦୀର୍ଘଦିନ ଧରି ନକଲି ଗୁଟକା କାରଖାନା ଚାଲୁଥୁଲା । ଗୁଟକା ତିଆରି ମେସିନ, ସରଜାଂମ, କେମିକାଲ, ଚୁନ ସମେତ ନକଲି ଗୁଟକା ପ୍ୟାକେଟ ମଧ୍ୟ ଜବତ କରାଯାଇଛି । ଏହାର ତଦନ୍ତ ଜାରି ରହିଛି ପୋଲିସ କହିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.