ETV Bharat / state

ଜଳ ଅଭାବରୁ ଚାଷ ନଷ୍ଟ: ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲେ ଚାଷୀ

ସୋମବାର କୋରାପୁଟରେ ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଶହ ଶହ ଚାଷୀ ପଇସା ବାନ୍ଧିଥିବା ରସିଦକୁ ହାତରେ ଧରି ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କୁ ଏହି ସମସ୍ୟାର ସମାଧାନ କରିବା ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ..

ଜଳ ଅଭାବରୁ ଚାଷ ନଷ୍ଟ: ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲେ ଚାଷୀ
ଜଳ ଅଭାବରୁ ଚାଷ ନଷ୍ଟ: ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲେ ଚାଷୀ
author img

By

Published : Jan 7, 2020, 4:38 AM IST

କୋରାପୁଟ: ତିନି ବର୍ଷ ପୂର୍ବେ ରାଜ୍ୟ ସରକାର ଜଳନିଧି ଯୋଜନା ମାଧ୍ୟମରେ ଚାଷୀଙ୍କୁ ସେମାନଙ୍କ ଜମିରେ ନଳକୂପ ଖୋଳି ଜଳ ଯୋଗାଇଦେବା ପାଇଁ ଏକ ଅଭିନବ ଘୋଷଣା କଲେ ।

ଜଳ ଅଭାବରୁ ଚାଷ ନଷ୍ଟ: ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲେ ଚାଷୀ

ଏହି ଘୋଷଣାରେ ଅନୁପ୍ରାଣିତ ହୋଇ କୋରାପୁଟ ଜିଲ୍ଲାର ବିଭିନ୍ନ ବ୍ଲକରେ ଆଦିବାସୀ ଚାଷୀ ପ୍ରତ୍ୟେକେ ଦଶ ହଜାର ଟଙ୍କା ଓ ଅନ୍ୟ ଚାଷୀ କୋଡ଼ିଏ ହଜାର ଟଙ୍କା ସରକାରଙ୍କୁ ପ୍ରଦାନ କରିଥିଲେ । କିନ୍ତୁ ଆଜି ପର୍ଯ୍ୟନ୍ତ ନାରାୟଣପାଟଣା ଓ ବନ୍ଧୁଗାଁ ବ୍ଲକରେ ଜଣେ ହେଲେ ଏହି ସୁବିଧା ପାଇ ପାରିନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି ।

ଜଳ ଅଭାବରୁ ଚାଷ ନଷ୍ଟ ହୋଇଯାଇଥିବା ଚାଷୀ ଜଣାଇଛନ୍ତି । ସୋମବାର କୋରାପୁଟରେ ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଶହ ଶହ ଚାଷୀ ପଇସା ବାନ୍ଧିଥିବା ରସିଦକୁ ହାତରେ ଧରି ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କୁ ଏହି ସମସ୍ୟାର ସମାଧାନ କରିବା ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି ।

କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ

Intro:ତିନି ବର୍ଷ ପୂର୍ବେ ରାଜ୍ୟ ସରକାର ଜଳନିଧି ଯୋଜନା ମାଧ୍ୟମରେ ଚାଷୀଙ୍କୁ ସେମାନଙ୍କ ଜମିରେ ନଳକୂପ ଖୋଳି ଜଳ ଯୋଗାଇଦେବା ପାଇଁ ଏକ ଅଭିନବ ଘୋଷଣା କଲେ ।Body:ଏହି ଘୋଷଣା ରେ ଅନୁପ୍ରାଣିତ ହୋଇ କୋରାପୁଟ ଜିଲ୍ଲାର ବିଭିନ୍ନ ବ୍ଲକରେ ଆଦବାସୀ ଚାଷୀ ପ୍ରତ୍ୟେକେ ଦଶ ହଜାର ଟଙ୍କା ଓ ଅନ୍ୟ ଚାଷୀ କୋଡ଼ିଏ ହଜାର ଟଙ୍କା ସରକାରଙ୍କୁ ପ୍ରଦାନ କରିଥିଲେ । କିନ୍ତୁ ଆଜି ପର୍ଯ୍ୟନ୍ତ ନାରାୟଣପାଟଣା ଓ ବନ୍ଧୁଗାଁ ବ୍ଲକରେ ଜଣେ ହେଲେ ଏହି ସୁବିଧା ପାଇ ପାରିନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି ।ଫଳରେ ଜଳ ଅଭାବରୁ ଚାଷ ନଷ୍ଟ ହୋଇଯାଇଥିବା ଚାଷୀ ଜଣାଇଛନ୍ତି । ଆଜି କୋରାପୁଟରେ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଟିତ ହୋଇଥିବା ଅବସରରେ ଶହ ଶହ ଚାଷୀ ପଇସା ବାନ୍ଧିଥିବା ରସିଦ କୁ ହାତରେ ଧରି ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କୁ ଏହି ସମସ୍ୟାର ସମାଧାନ କରିବା ପାଈଁ ଦାବିପତ୍ର ପ୍ରଦାନ କରିଛନ୍ତି ।Conclusion:ବାଇଟ : ଯୁଧିଷ୍ଠିର ତୁରୁକ , ଚାଷୀ , ନାରାୟଣପାଟଣା
......
ଶାନ୍ତାକାର
କୋରାପୁଟ
.........
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.