ETV Bharat / state

କୋଟିଆରେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନକୁ ବିରୋଧ, ବିଜେପି ଓ କଂଗ୍ରେସର ରାସ୍ତାରୋକ

author img

By

Published : Feb 13, 2021, 10:10 PM IST

ଶନିବାର କୋଟିଆରେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନକୁ ବିରୋଧ କରି ବିଜେପିର ଜୟରାମ ପାଙ୍ଗି ଓ ଗୌତମ ସାମନ୍ତରାୟଙ୍କ ସମେତ କଂଗ୍ରେସର ପ୍ରଦୀପ ମାଝୀ ଓ ରାମଚନ୍ଦ୍ର କାଡାମଙ୍କ ନେତୃତ୍ୱରେ ଉଭୟ ରାଜନୈତିକ ଦଳର କର୍ମୀ ଏକାଠି ହୋଇ କୁନ୍ଦୁଲି ନିକଟରେ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି । ଅଧିକ ପଢନ୍ତୁ...

କୋଟିଆରେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନକୁ ବିରୋଧ କରି ବିଜେପି ଓ କଂଗ୍ରେସର ରାସ୍ତାରୋକ

କୋରାପୁଟ: କୋଟିଆରେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନକୁ ବିରୋଧ କରି ବିଜେପି ଓ କଂଗ୍ରେସର ରାସ୍ତାରୋକ । ଶନିବାର କୋଟିଆରେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନକୁ ବିରୋଧ କରି ବିଜେପିର ଜୟରାମ ପାଙ୍ଗି ଓ ଗୌତମ ସାମନ୍ତରାୟଙ୍କ ସମେତ କଂଗ୍ରେସର ପ୍ରଦୀପ ମାଝୀ ଓ ରାମଚନ୍ଦ୍ର କାଡାମଙ୍କ ନେତୃତ୍ୱରେ ଉଭୟ ରାଜନୈତିକ ଦଳର କର୍ମୀ ଏକାଠି ହୋଇ କୁନ୍ଦୁଲି ନିକଟରେ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି ।

ଯାହାଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ଶହ ଶହ ଗାଡି ଅଟକି ରହିଛି । ଏଥି ପୂର୍ବରୁ କୋଟିଆ ଠାରେ ବିଜେପି ନେତା ଗୌତମ ସାମନ୍ତରାୟଙ୍କ ନେତୃତ୍ୱରେ ଦଳୀୟକର୍ମୀମାନେ ଜିଲ୍ଲାପାଳ ଓ ଏସପିଙ୍କୁ ଘେରାଉ ରଖି ଫାଟୁସିନେରୀରେ ଜିଲ୍ଲା ପ୍ରଶାସନର ଅପାରଗତା ଯୋଗୁଁ ଆନ୍ଧ୍ରପ୍ରଦେଶ ନିର୍ବାଚନ କରିବାରେ ସଫଳ ହୋଇଥିବା ଅଭିଯୋଗ କରିଥିଲେ ।

ତେବେ ଜିଲ୍ଲାପାଳ ଏହି ମାମଲା ସୁପ୍ରିମକୋର୍ଟରେ ଥିବା ଯୋଗୁଁ ଆଜିର ନିର୍ବାଚନର ଭିଡିଓ କୋର୍ଟରେ ଉପସ୍ଥାପନ କରାଯିବ ବୋଲି ଜଣାଇଥିଲେ ।

କୋରାପୁଟରୁ ସି. ଏଚ୍ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.