ETV Bharat / state

କୋରାପୁଟ ବାର ଆସୋସିଏସନ ନିର୍ବାଚନ ଶେଷ

author img

By

Published : Mar 27, 2021, 9:28 PM IST

କୋରାପୁଟ ବାର ଆସୋସିଏସନ ନିର୍ବାଚନ ସମ୍ପନ୍ନ । ମତଦାନ କଲେ 173 ଜଣ । ଅଧିକ ପଢନ୍ତୁ...

କୋରାପୁଟ ବାର ଆସୋସିଏସନ ନିର୍ବାଚନ ଶେଷ
କୋରାପୁଟ ବାର ଆସୋସିଏସନ ନିର୍ବାଚନ ଶେଷ

କୋରାପୁଟ: ଶେଷ ହେଲା ବାର ଆସୋସିଏସନ ନିର୍ବାଚନ । ସମୁଦାୟ 183 ଜଣ ଭୋଟର ଥିବା କୋରାପୁଟ ବାର ଆସୋସିଏସନ ସଙ୍ଘରେ ଶନିବାର 173 ଜଣ ମତଦାନ କରିଛନ୍ତି । ଏନେଇ ନିର୍ବାଚନ ଅଧିକାରୀ କମଳାକାନ୍ତ ଦାସ ସୂଚନା ଦେଇଛନ୍ତି ।

କୋରାପୁଟ ବାର ଆସୋସିଏସନ ନିର୍ବାଚନ ଶେଷ

ଏହି ନିର୍ବାଚନରେ ଅଜିତ ପାତ୍ର ସଭାପତି ଓ ସୁନୀଲ କୁମାର ଜେନା ସମ୍ପାଦକ ଭାବେ ନିର୍ବାଚିତ ହୋଇଥିବାବେଳେ ଉତ୍ତମ କୁମାର ମିଶ୍ର ଉପସଭାପତି ଓ ରମେଶ ଚନ୍ଦ୍ର ନାୟକ କୋଷାଧ୍ୟକ୍ଷ ହୋଇଛନ୍ତି । ବିଜୟ ହାସଲ କରିବା ପରେ ନୂତନ ଟିମ କୋରାପୁଟ ଓକିଲ ସଙ୍ଘ ସହିତ ସମଗ୍ର କୋରାପୁଟର ସାମଗ୍ରିକ ବିକାଶ ଦିଗରେ କାମ କରିବ ବୋଲି ନବ ନିର୍ବାଚିତ ସଭାପତି ଅଜିତ ପାତ୍ର ଜଣାଇଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.