ETV Bharat / state

ଶାବର ଶ୍ରୀକ୍ଷେତ୍ରରେ ବାହୁଡା ଯାତ୍ରା ସମ୍ପନ୍ନ

author img

By

Published : Jul 1, 2020, 6:31 PM IST

ଶ୍ରୀ ଜଗନ୍ନାଥ ମନ୍ଦିରର ମେଘନାଦ ପ୍ରାଚୀର ପରିସର ମଧ୍ୟରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ନେଇ ଦିବ୍ୟ ରଥ ଅସ୍ଥାୟୀ ମୁଖ୍ୟମନ୍ଦିର ସମ୍ମୁଖରେ ପହଞ୍ଚିଥିଲା । ଏହିପରି ଭାବେ କୋରାପୁଟର ଶାବର ଶ୍ରୀକ୍ଷେତ୍ରରେ ପାଳନ ହେଲା ବାହୁଡା ଯାତ୍ରା ।

bahuda-yatra-in-shabar-shrikshetra-at-koraput-is-complete
ଶାବର ଶ୍ରୀକ୍ଷେତ୍ରରେ ବାହୁଡା ଯାତ୍ରା ସମ୍ପନ୍ନ

କୋରାପୁଟ: ଆଜି ପବିତ୍ର ବାହୁଡା ଯାତ୍ରା । ଏହି ଅବସରରେ କୋରାପୁଟର ଶାବର ଶ୍ରୀକ୍ଷେତ୍ରରେ ମଧ୍ୟ ପାଳନ ହୋଇଯାଇଛି ବାହୁଡା ଯାତ୍ରା । ଶ୍ରୀ ଜଗନ୍ନାଥ ମନ୍ଦିରର ମେଘନାଦ ପ୍ରାଚୀର ପରିସର ମଧ୍ୟରେ ଚତୁର୍ଦ୍ଧାମୂର୍ତ୍ତି ଙ୍କୁ ନେଇ ଦିବ୍ୟ ରଥ ଅସ୍ଥାୟୀ ମୁଖ୍ୟମନ୍ଦିର ସମ୍ମୁଖରେ ପହଞ୍ଚିଥିଲା ।

ଶ୍ରୀଗୁଣ୍ଡିଚା ଯାତ୍ରା ଦିନ ଭଳି ବୁଧବାର ମଧ୍ୟ କୋଭିଡ ଗାଇଡ଼ଲାଇନ ପାଳନ କରାଯାଇ ସୀମିତ ପୂଜକ, ସେବାୟତ ଓ ପରିଚାଳନା କମିଟିର କିଛି ସଦସ୍ୟ ରଥ ଟଣାରେ ଯୋଗ ଦେଇଥିଲେ । ଆସନ୍ତାକାଲି (ଗୁରୁବାର) ରଥ ଉପରେ ସୁନାବେଶ ତଥା ଅଧରପଣା ଲାଗି ହେବାର କାର୍ଯ୍ୟକ୍ରମ ରହିଛି । ସେହିପରି ଶୁକ୍ରୁବାର ତିନି ଠାକୁର ମୁଖ୍ୟମନ୍ଦିର ମଧ୍ୟକୁ ଫେରିିବେ ।

କୋରାପୁଟରୁ ସିଏଚ୍‌ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.