ETV Bharat / state

ଦ୍ଵିତୀୟ ଥର ବିଜେଡି ଜିଲ୍ଲା ସଭାପତି ହେଲେ ଈଶ୍ବର ଚନ୍ଦ୍ର ପାଣିଗ୍ରାହୀ

author img

By

Published : Feb 21, 2020, 6:56 PM IST

ଇଶ୍ଵର ଚନ୍ଦ୍ରଙ୍କ ନେତୃତ୍ବରେ ଗତ ସାଧାରଣ ନିର୍ବାଚନରେ କୋରାପୁଟରେ ଦଳୀୟ ପ୍ରାର୍ଥୀ ବହୁଳ ସଂଖ୍ୟାରେ ବିଜୟ ହାସଲ କରିଥିବା ଯୋଗୁଁ ଦଳର ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ତାଙ୍କୁ ଏହି ଦାୟିତ୍ବ ପୁନର୍ବାର ଦେଇଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ...

ଦ୍ଵିତୀୟ ଥର ବିଜେଡି ଜିଲ୍ଲା ସଭାପତି ହେଲେ ଈଶ୍ବର ଚନ୍ଦ୍ର ପାଣିଗ୍ରାହୀ
ଦ୍ଵିତୀୟ ଥର ବିଜେଡି ଜିଲ୍ଲା ସଭାପତି ହେଲେ ଈଶ୍ବର ଚନ୍ଦ୍ର ପାଣିଗ୍ରାହୀ

କୋରାପୁଟ: ଲଗାତାର ଦ୍ବିତୀୟ ଥର ପାଇଁ କୋରାପୁଟ ଜିଲ୍ଲା ବିଜୁ ଜନତା ଦଳର ସଭାପତି ହେଲେ ଈଶ୍ଵର ଚନ୍ଦ୍ର ପାଣିଗ୍ରାହୀ । ଶୁକ୍ରବାର କୋରାପୁଟ ସର୍କିଟ ହାଉସଠାରେ ଅନୁଷ୍ଠିତ ଦଳୀୟ ନିର୍ବାଚନ ପ୍ରକ୍ରିୟାରେ ସେ ଜଣେ ମାତ୍ର ନାମାଜ୍ଞନ ପତ୍ର ଦାଖଲ କରିଥିବା ନେଇ ବିଜେଡି କୋରାପୁଟ ରିଟର୍ଣ୍ଣିଂ ଅଫିସର ନରେନ୍ଦ୍ର କୁମାର ସ୍ବାଇଁ ସୂଚନା ଦେଇଛନ୍ତି।

ଇଶ୍ଵର ଚନ୍ଦ୍ରଙ୍କ ନେତୃତ୍ବରେ ଗତ ସାଧାରଣ ନିର୍ବାଚନରେ କୋରାପୁଟରେ ଦଳୀୟ ପ୍ରାର୍ଥୀ ବହୁଳ ସଂଖ୍ୟାରେ ବିଜୟ ହାସଲ କରିଥିବା ଯୋଗୁଁ ଦଳର ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ତାଙ୍କୁ ଏହି ଦାୟିତ୍ବ ପୁନର୍ବାର ଦେଇଥିବା ସୂଚନା ମିଳିଛି ।

ଦ୍ବିତୀୟ ଥର ସର୍ବସମ୍ମତି କ୍ରମେ ମନୋନୀତ ହେବା ପରେ ଦଳ ପାଇଁ ଆହୁରି ଅଧିକ ନିଷ୍ଠାର ସହ କାର୍ଯ୍ୟ କରିବେ ବୋଲି କହି ଇଶ୍ଵର ଚନ୍ଦ୍ର ପାଣିଗ୍ରାହୀ ଦଳୀୟ କର୍ମୀଙ୍କୁ ଉତ୍ସାହିତ କରିଛନ୍ତି।

କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.