ETV Bharat / state

ଚିକିତ୍ସାରେ ଅବହେଳାରୁ ଯୁବକଙ୍କ ମୃତ୍ୟୁ ! ହସ୍ପିଟାଲରେ ଉତ୍ତେଜନା - କୋରାପୁଟ ସହର

କୋରାପୁଟ ସହରର ଏକ 22 ବର୍ଷର ଯୁବକ ଅମିତ କୁମାର ଦାସଙ୍କ ଚିକିତ୍ସାରେ ଅବହେଳା ଯୋଗୁଁ ମୃତ୍ୟୁ ହୋଇଥିବା ଅଭିଯୋଗ କରି ମେଡିକାଲ କଲେଜ ହସ୍ପିଟାଲରେ ଦେଖାଦେଇଛି ଉତ୍ତେଜନା । ଅଧିକ ପଢନ୍ତୁ...

ଚିକିତ୍ସାରେ ଅବହେଳାରୁ ଯୁବକଙ୍କ ମୃତ୍ୟୁ, ମେଡିକାଲ କଲେଜ ହସ୍ପିଟାଲରେ ଉତ୍ତେଜନା

author img

By

Published : Feb 6, 2021, 2:28 PM IST

କୋରାପୁଟ: ଚିକିତ୍ସା ଅବହେଳାରୁ ଯୁବକଙ୍କ ମୃତ୍ୟୁ । କୋରାପୁଟ ସହରର ଏକ 22 ବର୍ଷର ଯୁବକ ଅମିତ କୁମାର ଦାସଙ୍କ ଚିକିତ୍ସାରେ ଅବହେଳା ଯୋଗୁଁ ମୃତ୍ୟୁ ହୋଇଥିବା ଅଭିଯୋଗ କରି ମେଡିକାଲ କଲେଜ ହସ୍ପିଟାଲରେ ଦେଖାଦେଇଛି ଉତ୍ତେଜନା । ଅମିତର ମୃତଦେହକୁ ହସ୍ପିଟାଲ ଫାଟକ ସମ୍ମୁଖରେ ରଖି ଚିକିତ୍ସାରେ ଅବହେଳା କରିଥିବା ଡାକ୍ତର ଓ ଅନ୍ୟମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରି ପରିବାରବର୍ଗ ସମେତ ଅନେକ ବନ୍ଧୁବାନ୍ଧବ, ସମ୍ପର୍କୀୟ ଏନେଇ ଧାରଣା ଦେଇଛନ୍ତି ।

ଚିକିତ୍ସାରେ ଅବହେଳାରୁ ଯୁବକଙ୍କ ମୃତ୍ୟୁ, ମେଡିକାଲ କଲେଜ ହସ୍ପିଟାଲରେ ଉତ୍ତେଜନା

ଅମିତଙ୍କ ଭିଣୋଇ ପ୍ରକାଶ ଚନ୍ଦ୍ର ବେନିୟାଙ୍କ କହିବାନୁଯାୟୀ, ଅମିତକୁ ଡେଙ୍ଗୁ ହୋଇଥିବା ନେଇ ଏହି ଠାରେ ଗତ ତିନିଦିନ ଧରି ଚିକିତ୍ସା ଚାଲିଥିଲା । କିନ୍ତୁ ଗତକାଲି ରାତିରେ ଅମିତର ସ୍ଥିତି ବିଗିଡି ଯାଇଥିଲେହେଁ କେହି ସେଥିପ୍ରତି ଦୃଷ୍ଟି ଦେଇନଥିବା ଯୋଗୁଁ ତାର ମୃତ୍ୟୁ ଘଟିଥିବା ସେ ଅଭିଯୋଗ କରିଛନ୍ତି ।

କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.