ETV Bharat / state

କୋରାପୁଟରେ 42 କୋରୋନା ପଜିଟିଭ ଚିହ୍ନଟ - madhusudhana mishra

ଜିଲ୍ଲାରେ କାୟା ମେଲୋଉଛି କୋରୋନା । ଚିନ୍ତାରେ ରାଜ୍ୟବାସୀ । କୋଭିଡ ନିୟମ ପାଳନ କରିବାକୁ କହିଲେ ଜିଲ୍ଲାପାଳ । ଅଧିକ ପଢନ୍ତୁ...

କୋରୋପୁଟରେ ଗୋଟିଏ ଦିନରେ 42 କୋରୋନା ପଜିଟିଭ ରିପୋର୍ଟ

author img

By

Published : Jul 12, 2020, 3:19 PM IST

କୋରାପୁଟ: ସବୁ ପୁରୁଣା ରେକର୍ଡ ଭାଙ୍ଗିଲା କୋରାପୁଟ । ଜିଲ୍ଲାରେ ରବିବାର 42 ଜଣ କୋରୋନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଥିବା ସୂଚନା ଦେଲେ ଜିଲ୍ଲାପାଳ ମଧୁସୂଦନ ମିଶ୍ର।

କୋରୋପୁଟରେ ଗୋଟିଏ ଦିନରେ 42 କୋରୋନା ପଜିଟିଭ ରିପୋର୍ଟ

ଏଥି ମଧ୍ୟରେ କୋରୋନା ଯୋଦ୍ଧା ରହିଛନ୍ତି । ତେବେ ଦୁଇ ଜଣ ଡାକ୍ତର ଓ ଚାରିଜଣ ପୋଲିସ କର୍ମୀ ରହିଛନ୍ତି । କୋରାପୁଟ ସହରରେ 5 ଜଣ ବ୍ୟକ୍ତି ଚିହ୍ନଟ ହୋଇଥିବା ବେଳେ ସେମେଳିଗୁଡା ବ୍ଲକରୁ 16 ଜଣ, ଜୟପୁର ବ୍ଲକରୁ 12, ପଟ୍ଟାଙ୍ଗି ବ୍ଲକରୁ 8 ଓ ମାଥାଲପୁଟରୁ ଜଣେ ସଂକ୍ରମିତ ହୋଇଛନ୍ତି । ତେବେ ଜିଲ୍ଲାରେ ଗୋଟିଏ ଦିନରେ ଏତେ ମାତ୍ରାରେ ପଜିଟିଭ ରିପୋର୍ଟ ହୋଇଥିବାବେଳେ, ଭୟଭୀତ ନହୋଇ କୋଭିଡ ନିୟମାବଳୀକୁ କଡାକଡି ଭାବେ ପାଳନ କରିବା ପାଇଁ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି ଜିଲ୍ଲାପାଳ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.