ETV Bharat / state

କୋରାପୁଟରୁ ତିନି ନକଲି ମାଓବାଦୀ ଗିରଫ

author img

By

Published : Oct 21, 2019, 6:26 PM IST

କୋରାପୁଟରୁ ତିନି ନକଲି ମାଓବାଦୀ ଗିରଫ । ଗୋଟିଏ ପିସ୍ତଲ, ଗୁଳି ଓ ଲେଟର ପ୍ୟାଡ ପ୍ରଭୃତି ଜବତ । ନିଜକୁ ମାଓବାଦୀର ପରିଚୟ ଦେଇ ସେମିଳିଗୁଡା, ନାରାୟଣପାଟଣା, ଲକ୍ଷ୍ମୀପୁର ଓ ବନ୍ଧୁଗାଁ ଅଞ୍ଚଳରେ ଅନେକ ଲୋକଙ୍କ ଠାରୁ ଟଙ୍କା ନେଉଥିଲେ ଏମାନେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

କୋରାପୁଟ: ଜିଲ୍ଲାରେ ତିନି ନକଲି ମାଓବାଦୀ ଗିରଫ । ଗୋଟିଏ ପିସ୍ତଲ, ଗୁଳି ଓ ଲେଟର ପ୍ୟାଡ ପ୍ରଭୃତି ଜବତ । ନିଜକୁ ମାଓବାଦୀର ପରିଚୟ ଦେଇ ସେମିଳିଗୁଡା, ନାରାୟଣପାଟଣା, ଲକ୍ଷ୍ମୀପୁର ଓ ବନ୍ଧୁଗାଁ ଅଞ୍ଚଳରେ ଅନେକ ଲୋକଙ୍କ ଠାରୁ ଟଙ୍କା ନେଉଥିବା ଅଭିଯୋଗରେ ଗିରଫ କଲା ପୋଲିସ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ସ୍ଥାନୀୟ ଅଞ୍ଚଳର ଠିକାଦାର, ସରପଞ୍ଚ ଓ ଅନ୍ୟାନ୍ୟ ବ୍ୟକ୍ତିଙ୍କ ଠାରୁ ଏମାନେ ଡରାଇ ଧମକାଇ ଟଙ୍କା ନେଉଥିବାବେଳେ ଜଣେ ସରପଞ୍ଚଙ୍କ ଅଭିଯୋଗକ୍ରମେ ଏମାନଙ୍କୁ ଗିରଫ କରାଯାଇଥିବା ସୂଚନା । ସେମିଳିଗୁଡା ଅଞ୍ଚଳରୁ ଗିରଫ ହୋଇଥିବା ଏହି ତିନି ଜଣିଆ ଗ୍ୟାଙ୍ଗ ଫୋନ ଯୋଗେ ଧମକ ଦେଇ ଠିକଣା ଜାଗାରେ ଟଙ୍କା ପହଞ୍ଚାଇବା ପାଇଁ କହୁଥିଲେ ବୋଲି କହିଛନ୍ତି କୋରାପୁଟ ଆରକ୍ଷୀ ଅଧିକ୍ଷକ ମୁକେଶ ଭାନୁ ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

Intro:ନିଜକୁ ମାଓବାଦୀ କହି କୋରାପୁଟ ଜିଲ୍ଲାର ସେମିଳିଗୁଡା , ନାରାୟଣପାଟଣା , ଲକ୍ଷ୍ମୀପୁର ଓ ବନ୍ଧୁଗାଁ ଅଂଚଳରେ ଠିକାଦାର , ସରପଞ୍ଚ ଓ ଅନ୍ୟାନ୍ୟ ବ୍ୟକ୍ତିଙ୍କୁ ଡ଼ରାଇ , ଧମକାଇ ଲକ୍ଷ ଲକ୍ଷ ଟଙ୍କାର ଚାନ୍ଦା ଆଦାୟ କରୁଥିବା ଅଭିଯୋଗରେ ପୋଲିସ ତିନିଜଣ ଯୁବକଙ୍କୁ ସେମିଳିଗୁଡା ଅଞ୍ଚଳରୁ ଗିରଫ କରିଛି ।Body:କୋରାପୁଟ ଆରକ୍ଷୀ ଅଧିକ୍ଷକ ମୁକେଶ ଭାମୂ ଙ୍କ କହିବାନୁଯାୟୀ ଏହି ତିନି ଜଣିଆ ଗ୍ୟାଙ୍ଗ ଫୋନ ଯୋଗେ ଧମକ ଦେଇ ଠିକଣା ଜାଗାରେ ଟଙ୍କା ପହଞ୍ଚାଇବା ପାଇଁ କହୁଥିଲେ । ତେବେ ଦୁଇ ତିନିଥର ସେମାନଙ୍କ ଦାବି ଅନୁଯାୟୀ ଅର୍ଥ ଦେବା ପରେ ଅତିଷ୍ଠ ହୋଇ ଶେଷକୁ ପୋଲିସରେ ଜଣାଇଥିବା ଜନୈକ ସରପଞ୍ଚ ଜଣାଇଛନ୍ତି ।Conclusion:ଅଭିଯୁକ୍ତଙ୍କ ଠାରୁ ଗୋଟିଏ ପିସ୍ତଲ , ଗୁଳି , ଲେଟର ପ୍ୟାରେଡ଼ ପ୍ରଭୃତି ପୋଲିସ ଜବତ କରିଛି ।
........
Byte :ମୁକେଶ ଭାମୂ , ଆରକ୍ଷୀ ଅଧିକ୍ଷକ , କୋରାପୁଟ
Byte :ସରପଞ୍ଚ
Byte : ଅଭିଯୁକ୍ତ
............
ଶାନ୍ତକାର
କୋରାପୁଟ
...........
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.