ETV Bharat / state

ଯୁବପିଢ଼ିଙ୍କୁ କୋଭିଡ଼ ଟୀକା ଦେବା ପାଇଁ କୋରାପୁଟରେ ଖୋଲିଛି 12 କେନ୍ଦ୍ର

author img

By

Published : May 25, 2021, 6:54 PM IST

କୋରାପୁଟ ଜିଲ୍ଲା ସଦର ମହକୁମାରେ 18 ରୁ 44 ବର୍ଷ ବୟସର ବ୍ୟକ୍ତିଙ୍କୁ ଆଜି ଠାରୁ କୋଭିଡ଼ ଟୀକା ପ୍ରଦାନ କରାଯିବା ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ଅଧିକ ପଢନ୍ତୁ...

ଯୁବପୀଢ଼ିଙ୍କୁ କୋଭିଡ଼ ଟୀକା ଦେବା ପାଇଁ କୋରାପୁଟ ସହରରେ ଖୋଲିଛି 12ଟି କେନ୍ଦ୍ର

କୋରାପୁଟ: କୋରାପୁଟ ଜିଲ୍ଲା ସଦର ମହକୁମାରେ 18 ରୁ 44 ବର୍ଷ ବୟସର ବ୍ୟକ୍ତିଙ୍କୁ ଆଜି ଠାରୁ କୋଭିଡ଼ ଟୀକା ପ୍ରଦାନ କରାଯିବା ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ସହରରେ 12ଟି ଟିକାଦାନ କେନ୍ଦ୍ର ଖୋଲାଯାଇଛି । ପ୍ରତି କେନ୍ଦ୍ରରେ ଦିନକୁ 400ଟି ଟୀକା ଦିଆଯିବା ପାଇଁ ବ୍ୟବସ୍ଥା କରାଯାଇଛି ବୋଲି ଅତିରିକ୍ତ ଜିଲ୍ଲାପାଳ ଦେବେନ ପ୍ରଧାନ ଜଣାଇଛନ୍ତି । ଏହି ଅଭିଯାନ ଆସନ୍ତା 4 ଦିନ ଧରି ଚାଲିବ ଓ ଏହି ସମୟ ମଧ୍ୟରେ 20 ହଜାରରୁ ଊର୍ଦ୍ଧ୍ବ ଟୀକା ଦିଆଯିବ ବୋଲି ସେ କହିଛନ୍ତି ।

ଗତକାଲି ଠାରୁ (ବୁଧବାର) ନିଜ ସୁବିଧା ମୁତାବକ ଟିକାଦାନ କେନ୍ଦ୍ର ଚୟନ କରି ନିଜ ପାଇଁ ସ୍ଲଟ ବୁକ କରିବାର ସୁଯୋଗ ପାଇ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଯୁବପିଢି ଏହି କେନ୍ଦ୍ର ଗୁଡିକରେ ଟୀକା ନେଉଥିବା ଦେଖାଦେଇଛି ।

କୋରାପୁଟରେ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.