ETV Bharat / state

କ୍ବିଣ୍ଟାଲରୁ ଊର୍ଦ୍ଧ୍ବ ଗଞ୍ଜେଇ ଜବତ, 3 ଗିରଫ

author img

By

Published : Dec 30, 2019, 5:37 PM IST

ସେମିଳିଗୁଡାରୁ ପଟ୍ଟାଙ୍ଗି ଯାଇଥିବା ଜାତୀୟ ରାଜପଥର ଘାଟଗୁଡା ଛକଠାରେ ଏକ ଟ୍ରକ ମଧ୍ୟରୁ ଏକ କ୍ବିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ ହୋଇଥିବାବେଳେ 3 ଜଣଙ୍କୁ ଗିରଫ କରିଛି ସେମିଳିଗୁଡା ପୋଲିସ ।

Ganja seized
ଟ୍ରକରୁ 101 କେଜି ଗଞ୍ଜେଇ ଜବତ

କୋରାପୁଟ: ସେମିଳିଗିଡା ନିକଟରେ ଏକ ଟ୍ରକରୁ 101 କେଜି ଗଞ୍ଜେଇ ଜବତ । ସେମିଳିଗୁଡାରୁ ପଟ୍ଟାଙ୍ଗି ଯାଇଥିବା ଜାତୀୟ ରାଜପଥର ଘାଟଗୁଡା ଛକଠାରେ ଏକ ଟ୍ରକ ମଧ୍ୟରୁ ଏହି ଗଞ୍ଜେଇ ଜବତ କରିବା ସହ 3 ଜଣଙ୍କୁ ଗିରଫ କରିଛି ସେମିଳିଗୁଡା ପୋଲିସ ।

ଆଜି(ସୋମବାର) ଅପରାହ୍ନରେ କୋରାପୁଟ ସେମିଳିଗୁଡ଼ାରୁ ପଟ୍ଟାଙ୍ଗି ଯାଇଥିବା ଜାତୀୟ ରାଜପଥରେ ଏକ ଟ୍ରକରୁ 101 କେଜି ଗଞ୍ଜେଇ ଜବତ କରାଯାଇଛି । ଏତେ ପରିମାଣର ଗଞ୍ଜେଇ କେଉଁଠୁ କିପରି ଆସିଲା ? ସେନେଇ ପୋଲିସ ଖୋଳତାଡ କରୁଥିବା ଜଣାପଡିଛି ।

ତେବେ ଗିରଫ ତିନିଜଣଙ୍କ ମଧ୍ୟରେ ଥିବା ସନ୍ତୋଷ କୁମାର ଓ ପରିନ ପାଶବାନ ବିହାରର ହୋଇଥିବା ବେଳେ ବାସବ ଖରା ସୁନାବେଡା ନିକଟସ୍ଥ ଆରକେ ମାଳିଗୁଡା ବାସିନ୍ଦା ବୋଲି ପୋଲିସ ସୂଚନା ଦେଇଛି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

Intro:ସେମିଳିଗୁଡା ପୋଲିସ ଆଜି ଅପରାହ୍ନରେ ସେମିଳିଗୁଡ଼ାରୁ ପଟ୍ଟାଙ୍ଗି ଯାଇଥିବା ଜାତୀୟ ରାଜପଥର ଘାଟଗୁଡା ଛକଠାରେ ଏକ ଏଇଚର ଟ୍ରକ ମଧ୍ୟରୁ 101 କିଲୋ ଗଞ୍ଜାଇ ଜବତ କରିବା ସହ ତିନିଜଣଙ୍କୁ ଗିରଫ କରିଛି ।Body:ଏହି ତିନିଜଣଙ୍କ ମଧ୍ୟରେ ଥିବା ସନ୍ତୋଷ କୁମାର ଓ ପରିନ ପାଶବାନ ବିହାରର ହୋଇଥିବା ବେଳେ ବାସବ ଖରା ସୁନାବେଡା ନିକଟସ୍ଥ ଆରକେ ମାଳିଗୁଡା ବାସିନ୍ଦା ବୋଲି ପୋଲିସ ସୂଚନା ଦେଇଛି । Conclusion:.....
ଶାନ୍ତାକାର
କୋରାପୁଟ
...........
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.