ETV Bharat / state

ଟ୍ରେନରେ କଟି ଯୁବକ ମୃତ, ଆତ୍ମହତ୍ୟା ସନ୍ଦେହ - dead

ଟ୍ରେନରେ କଟି ଯୁବକ ମୃତ । ଏହି ଘଟଣାଟି ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ଭୂଇଁଆ ଷ୍ଟେସନ ପାଖରେ ଆଜି ସକାଳ ସମୟରେ ଘଟିଛି । ମୃତ ଯୁବକ ଜଣକ ହେଉଛନ୍ତି ଲିପୁ ଦାସ (୨୫) । ତାଙ୍କ ଘର ନୟାଗଡ଼ ଜିଲ୍ଲା ରଣପୁର ବ୍ଳକ ପଥରପୁଜି ଗାଁରେ ।

ଫଟୋ ସୌଜନ୍ୟ: ପ୍ରତିନିଧି ଖୋର୍ଦ୍ଧା
author img

By

Published : Jun 8, 2019, 9:41 AM IST

ଖୋର୍ଦ୍ଧା: ଟ୍ରେନରେ କଟି ଯୁବକ ମୃତ । ଏହି ଘଟଣାଟି ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ଭୂଇଁଆ ଷ୍ଟେସନ ପାଖରେ ଆଜି ସକାଳ ସମୟରେ ଘଟିଛି । ମୃତ ଯୁବକ ଜଣକ ହେଉଛନ୍ତି ଲିପୁ ଦାସ (୨୫) । ତାଙ୍କ ଘର ନୟାଗଡ଼ ଜିଲ୍ଲା ରଣପୁର ବ୍ଳକ ପଥରପୁଜି ଗାଁରେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି ଖୋର୍ଦ୍ଧା

ତେବେ ପାରିପାର୍ଶ୍ବିକ ପରିସ୍ଥିତିରୁ ଯୁବକ ଜଣକ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ଘଟଣାସ୍ଥଳରେ ବୋଲଗଡ ପୋଲିସ ପହଞ୍ଚି ଶବ ବ୍ୟବଛେଦ ପାଇଁ ଖୋର୍ଦ୍ଧା ଜିଲ୍ଲା ଡାକ୍ତରଖାନାକୁ ପଠାଇ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା , ଇଟିଭି ଭାରତ

କଟକ: ଆସୁଛି ଇଦ । ଯାହାକୁ ନେଇ ଚଲଚଞ୍ଚଳ ଭାଇଚାରା ର ସହର କଟକ ।  ବାଉନ ବଜାର ତେପନ ଗଳି ରେ ଥିବା ସମସ୍ତ ମସଜିଦ ରେ ସରିଲାଣି ପ୍ରସ୍ତୁତି । ଏହି ବଡ଼ ପର୍ବ କୁ ଆଖିଆଗରେ ରଖି କମିଶନରେଟ ପୋଲିସ ପ୍ରସ୍ତୁତ କରିଛି ସୁରକ୍ଷା ବଳୟ । କାରଣ ଏହି ସମୟରେ କିଛି ସାମ୍ପ୍ରଦାୟିକ ଅଘଟଣ, ଟ୍ରାଫିକ ସମସ୍ୟା ଆଦି ହେବାର  ସମ୍ଭବନା ରହିଥାଏ ।  ସେଥିପାଇଁ ଇଦ ପୂର୍ବରୁ କଟକ ର ପ୍ରମୁଖ ମସଜିଦ ମାନଙ୍କରେ କଡା ନଜର ରଖିଛି 
କମିଶନରେଟ ପୋଲିସ  ।

ଚଳିତମାସ ଇଦ ପାଳନ ହେବ । ସେନେଇ କମିଶନରେଟ ପୋଲିସ ପକ୍ଷରୁ ସହର ମଧ୍ୟରେ 10 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । କିପରି ଶାନ୍ତି ଶୃଂଖଳା ର ଇଦ ପାଳନ କରାଯିବ ସେ ଦିଗରେ ବେଶ ଯତ୍ନବାନ ରହିଛି କଟକ ପୋଲିସ । ଏହାହାସିତ ଇଦ ପାଳନ ଦିନ ଏସିପି ଠୁ ଆରମ୍ଭ କରି ଆଇଆଇସି ପର୍ଯ୍ୟନ୍ତ ସମସ୍ତେ ସଜାଗ ରହିବା ପାଇଁ କଡା ନିର୍ଦେଶ ଦିଆଯାଇଛି ବୋଲି କହିଛନ୍ତି କଟକ ଡିସିପି ଅଖିଳେସ୍ଵର ସିଂ ।

ସୂଚନା ଅନୁଯାୟୀ , ଚଳିତବର୍ଷ ମେ ମାସ ପ୍ରଥମ ସପ୍ତାହ ରୁ ଜୁନ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ରମଜାନ  ମାସ ରହିଛି । ଯେଉଁଥିରେ ମୁସଲମାନ ଭାଇ ଓ ଭଉଣୀ ମନେ ରୋଜା ରଖି  ଈଶ୍ୱର ଙ୍କ ସାନିଧ୍ୟ ଲାଭ କରିଥାନ୍ତି । 

ବାଇଟ: ଅଖିଳେସ୍ୱର ସିଂ ( କଟକ ଡିସିପି )

Visual byte on mojo plz check 

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.