ETV Bharat / state

ବିଶ୍ବ ମହିଳା ଦିବସ; 0.5ଇଞ୍ଚ ପେନସିଲ ମୁନରେ ନାରୀ ପ୍ରତିମୂର୍ତ୍ତି

ନାରୀ ଅବଳା କି ଦୁର୍ବଳା ନୁହେଁ । ସେ ଭଗିନୀ, ଜନନୀ ଓ ଅର୍ଦ୍ଧାଙ୍ଗିନୀ । ତେବେ ଆଜି ବିଶ୍ବ ମହିଳା ଦିବସରେ ନାରୀଙ୍କୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ଖୋର୍ଦ୍ଧା ଜିଲ୍ଲା ଜଟଣୀର ଶିଳ୍ପୀ ଏଲ ଈଶ୍ବର ରାଓ 0.5ଇଞ୍ଚ ପେନସିଲ ମୁନରେ ନାରୀ ପ୍ରତିମୂର୍ତ୍ତି ସୂକ୍ଷ୍ମ ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି ।

author img

By

Published : Mar 8, 2020, 9:19 AM IST

world womens day
ବିଶ୍ବ ମହିଳା ଦିବସ; 0.5ଇଞ୍ଚ ପେନସିଲ ମୁନରେ ନାରୀ ପ୍ରତିମୂର୍ତ୍ତି

ଖୋର୍ଦ୍ଧା: ନାରୀ ଅବଳା କି ଦୁର୍ବଳା ନୁଁହେ । ସେ ଭଗିନୀ, ଜନନୀ ଓ ଅର୍ଦ୍ଧାଙ୍ଗିନୀ । ସେ ସ୍ରଷ୍ଟା, ତା ବିନା ସୃଷ୍ଟି ଅସମ୍ଭବ । କିନ୍ତୁ ଆଜିର ସମାଜରେ ନାରୀଟିଏ ବାରମ୍ବାର ନିଷ୍ପେସିତ ଓ ନିର୍ଯାତିତ ହେଉଥିବା ଦେଖାଦେଇଛି ।

ନାରୀମାନେ କିପରି ସ୍ବାବଲମ୍ବୀ ହୋଇ ପୁରୁଷ କେନ୍ଦ୍ରିକ ସମାଜରେ ବଞ୍ଚି ପାରିବେ ସେଥିପାଇଁ ସରକାର ବିଭିନ୍ନ କ୍ଷେତ୍ରରେ ନାରୀ ମାନଙ୍କୁ ସୁବିଧା ସୁଯୋଗ ଯୋଗାଇ ଦେଉଛନ୍ତି । ତେବେ ଆଜି ବିଶ୍ବ ମହିଳା ଦିବସରେ ନାରୀଙ୍କୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ଖୋର୍ଦ୍ଧା ଜିଲ୍ଲା ଜଟଣୀର ଶିଳ୍ପୀ ଏଲ ଈଶ୍ବର ରାଓ 0.5ଇଞ୍ଚ ପେନସିଲ ମୁନରେ ନାରୀ ପ୍ରତିମୂର୍ତ୍ତି ସୂକ୍ଷ୍ମ ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି । ଯେଉଁଥିପାଇଁ ତାଙ୍କୁ ସବୁଆଡୁ ଛୁଟୁଛି ପ୍ରଶଂସାର ସୁଅ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.