ETV Bharat / state

ଜଙ୍ଗଲରୁ ନିଖୋଜ ମହିଳାଙ୍କ ମୃତଦେହ ଉଦ୍ଧାର

author img

By

Published : Sep 28, 2019, 12:15 PM IST

ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକର ଡିଙ୍ଗର ପଞ୍ଚାୟତ ଅନ୍ତର୍ଗତ କୋତଳାଙ୍ଗ ଗାଁ ଜଙ୍ଗଲରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ଆଜି ଗ୍ରାମବାସୀ ସ୍ଥାନୀୟ ଜଙ୍ଗଲରୁ ତାଙ୍କ ମୃତଦେହ ଦେଖିବାକୁ ପାଇ ବେଗୁନିଆ ପୋଲିସକୁ ଖବର ଦେଇଥିଲେ ।

ଫଟୋ ସୌଜନ୍ୟ- ପ୍ରତିନିଧି, ଖୋର୍ଦ୍ଧା

ଖୋର୍ଦ୍ଧା: ଜିଲ୍ଲା ବେଗୁନିଆ ବ୍ଲକର ଡିଙ୍ଗର ପଞ୍ଚାୟତ ଅନ୍ତର୍ଗତ କୋତଳାଙ୍ଗ ଗାଁ ଜଙ୍ଗଲରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତଦେହକୁ ବେଗୁନିଆ ଥାନା ପୋଲିସ ଉଦ୍ଧାର କରିଛି । ମୃତ ମହିଳା ଜଣକ ସେହି ଗାଁର ନଳିନୀ ସ୍ବାଇଁ । ତାଙ୍କ ବୟସ 35 ବର୍ଷ ହେବ ବୋଲି ଜଣାପଡିଛି ।

ନଳିନୀ ୩ ଦିନ ପୂର୍ବେ ଘରୁ କୁଆଡେ ଯାଇଥିଲେ । ସେହିଦିନୁ ସେ ଆଉ ଘରକୁ ଫେରିନଥିବାବେଳେ ଆଜି ଗ୍ରାମବାସୀ ସ୍ଥାନୀୟ ଜଙ୍ଗଲରୁ ତାଙ୍କ ମୃତଦେହ ଦେଖିବାକୁ ପାଇ ବେଗୁନିଆ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ବେଗୁନିଆ ପୋଲିସ ଅଧିକାରୀମାନେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ମୃତଦେହ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:ମହିଳାଙ୍କ ମୃତଦେହ ଜଙ୍ଗଲରୁ ଉଦ୍ଧାର

Body:ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକର ଡିଗଂର ପଞ୍ଚାୟତ ଅନ୍ତର୍ଗତ କୋତଳାଙ୍ଗ ଗ୍ରାମ ଜଙ୍ଗଲରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି ବେଗୁନିଆ ଥାନା ପୋଲିସ । ମୃତ ମହିଳା ଜଣକ ସେହିଗ୍ରାମର ନଳିନୀ ସ୍ୱାଇଁ (୩୫) । ନଳିନୀ ୩ ଦିନ ପୂର୍ବେ ଘରୁ ଯାଇଥିଲେ । ତେବେ ୩ ଦିନ ଧରି ସେ ଆଉ ଘରକୁ ଫେରି ନଥିବା ବେଳେ ଆଜି ଗ୍ରାମବାସୀ ମାନେ ସ୍ଥାନୀୟ ଜଂଗଲ ମଧ୍ୟରୁ ତାଙ୍କ ମୃତଦେହ ଦେଖିବାକୁ ପାଇ ବେଗୁନିଆ ପୋଲିସକୁ ଖବର ଦେଇଥିଲେ ।ଖବର ପାଇ ଘଟଣା ସ୍ଥଳରେ ବେଗୁନିଆ ପୋଲିସ ଅଧିକାରୀମାନେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି । ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

Conclusion:ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.