ETV Bharat / state

ଆଗାମୀ 24 ଘଣ୍ଟାରେ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା - south odisha

ଆଗାମୀ 24 ଘଣ୍ଟା ଭିତରେ 9ଟି ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା । ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଜାରି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Jul 19, 2019, 3:44 AM IST

ଭୁବନେଶ୍ବର: ଆଗାମୀ 24 ଘଣ୍ଟା ଭିତରେ 9ଟି ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା । ଗଜପତି, ଗଞ୍ଜାମ, ପୁରୀ, ମାଲକାନଗିରି, ନବରଙ୍ଗପୁର, ଖୋର୍ଦ୍ଧା, ସମ୍ବଲପୁର ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଅନ୍ୟପଟେ ରାଜ୍ୟର ବାକି ସବୁ ଜିଲ୍ଲାମାନଙ୍କରେ ମଧ୍ୟ ବର୍ଷା ସହ ଘଡଘଡିର ଆଶଙ୍କା ରହିଛି ବୋଲି ପାଣିପାଗ ବିଭାଗର ମୁଖ୍ୟ ସୂଚନା ଦେଇଛନ୍ତି । ଉତ୍ତର ଓଡ଼ିଶାର ବିଭିନ୍ନ ଆଞ୍ଚଳରେ ବି ବର୍ଷା ହେବ ବୋଲି ଜଣାପଡିଛି।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Intro:ଆଗାମୀ ଦୁଇ ଦିନ ଭିତରେ ଦକ୍ଷିଣ ଓଡିଶାରେ ହୋଇ ପାରେ ଭଲ ବର୍ଷା

Body:ଆଗାମୀ 24 ଘଂଟା ଭିତରେ ଛେଚିବ ବର୍ଷା। 9 ଟି ଜିଲ୍ଲା ରେ ପ୍ରବଳ ବର୍ଷା ଆଶଙ୍କା। ଗଜପତି, ଗଞ୍ଜାମ, ପୁରୀ, ମାଲକାନଗିରି, ନବରଙ୍ଗପୁର, ଖୋର୍ଦ୍ଧା, ସମ୍ବଲପୁର ଜିଲ୍ଲା ରେ ପ୍ରବଳ ବର୍ଷା ହୋଇ ପାରେ ବୋଲି ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ଖବର ମିଳିଛି। ଅନ୍ୟ ପଟେ ରାଜ୍ୟ ର ବାକି ସବୁ ଜିଲ୍ଲା ମାନଙ୍କ ରେ ମଧ୍ୟ ବର୍ଷା,ସହ ଘଡଘଡି ର ଆଶଙ୍କା ରହିଛି ବୋଲି ପାଣିପାଗ ବିଭାଗ ର ମୁଖ୍ୟ ସୂଚନା ଦେଇଛନ୍ତି। ଉତ୍ତର ଓଡ଼ିଶା ର ବି ବିଭିନ୍ନ ଆଞ୍ଚଳ ରେ ବି ବର୍ଷା ହେବ ବୋଲି ଜଣାପଡିଛି।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.