ETV Bharat / state

ଖାକିରେ କଳଙ୍କ, ଲାଞ୍ଚ ନେଇ ବନ୍ଧା ହେଲେ ASI - ବୋଲଗଡ ଥାନା ଏଏସଆଇ ଭଗବାନ ସ୍ବାଇଁ ଗିରଫ

୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ବୋଲଗଡ ଥାନା ଏଏସଆଇ ଭଗବାନ ସ୍ବାଇଁ । ଅଧିକ ପଢନ୍ତୁ

vigilance arrested bolagarh police station asi bhagaban swain while taking bribe in khordha
ଖାକିରେ କଳଙ୍କ, ଲାଞ୍ଚ ନେଇ ବନ୍ଧା ହେଲେ ASI
author img

By

Published : Jun 10, 2022, 5:34 PM IST

ଖୋର୍ଦ୍ଧା: ଭିଜିଲାନ୍ସ ଜାଲରେ ପୁଣି ଜଣେ ପୋଲିସ ବାବୁ । ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ବୋଲଗଡ ଥାନା ଏଏସଆଇ ଭଗବାନ ସ୍ବାଇଁ । ସୂଚନା ଅନୁଯାୟୀ, ବୋଲଗଡ଼ ଅଞ୍ଚଳର ମହିଳା ସୁକାନ୍ତି ପଟ୍ଟନାୟକଙ୍କ ପୁଅ ନାମରେ ଥିବା ଏକ ମାମଲାରେ ଦଫା କୋହଳ ସହ ଗିରଫଦାରକୁ ଏଡାଇବାକୁ ଭଗବାନ ୬ ହଜାର ଟଙ୍କା ଲାଞ୍ଚ ନେଉଥିଲା । ସେତିକି ବେଳେ ଭିଜିଲାନ୍ସ ଟିମ୍ ପୂର୍ବ ପ୍ରସ୍ତୁତି ଅନୁସାରେ ତାଙ୍କୁ ଧରିଥିବାର ସଫଳ ହୋଇଛି । ଭଗବାନଙ୍କୁ ଖୋର୍ଦ୍ଧା ଭିଜିଲ୍ଲାନ୍ସ ଅଟକ ରଖି ପଚରାଉଚରା କରୁଛି ।

ଖାକିରେ କଳଙ୍କ, ଲାଞ୍ଚ ନେଇ ବନ୍ଧା ହେଲେ ASI

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.