ETV Bharat / state

ଖୋର୍ଦ୍ଧାରେ କୋଭିଡ ସଂକ୍ରମଣ ନିୟନ୍ତ୍ରଣ ପାଇଁ ଜରୁରୀ ବୈଠକ

ଖୋର୍ଦ୍ଧାରେ କୋଭିଡ-19 ଦିତୀୟ ଲହର ଯେଉଁ ଭଳି ଭାବେ କାୟା ବିସ୍ତାର କରୁଛି, ତାକୁ ନିୟନ୍ତ୍ରଣ କରିବା ପାଇଁ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଗୁରୁତ୍ଵପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଅଧିକ ପଢନ୍ତୁ...

ଖୋର୍ଦ୍ଧାରେ କୋଭିଡ ସଂକ୍ରାମଣ ନିୟନ୍ତ୍ରଣ ପାଇଁ ଜରୁରୀ ବୈଠକ

author img

By

Published : May 22, 2021, 10:10 AM IST

ଖୋର୍ଦ୍ଧା: ଜିଲ୍ଲାରେ କୋଭିଡ-19 ଦିତୀୟ ଲହରୀ ଯେଉଁ ଭଳି ଭାବେ କାୟା ବିସ୍ତାର କରୁଛି, ତାକୁ ନିୟନ୍ତ୍ରଣ କରିବା ପାଇଁ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଗୁରୁତ୍ଵପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଏନେଇ ଖୋର୍ଦ୍ଧା ମୁଖ୍ୟ ଡାକ୍ତରଖାନାରେ HPCL ପକ୍ଷରୁ ଏକ ଅକ୍ସିଜେନ ପ୍ଲାଣ୍ଟ ନିର୍ମାଣ କରାଯିବାକୁ ସମସ୍ତ ପ୍ରକାରର ପ୍ରସ୍ତୁତି ଶେଷ ହୋଇଥିବା କହିଛନ୍ତି ଜିଲ୍ଲା ମୂଖ୍ୟ ଚିକିତ୍ସାଧିକାରୀ ।

ଖୋର୍ଦ୍ଧାରେ କୋଭିଡ ସଂକ୍ରାମଣ ନିୟନ୍ତ୍ରଣ ପାଇଁ ଜରୁରୀ ବୈଠକ

ସଂକ୍ରମଣକୁ ରୋକିବା ପାଇଁ ଆବଶ୍ୟକତା ଅନୁସାରେ ଭ୍ୟାକ୍ସିନ ଆସିଥିବା ମଧ୍ୟ ସୂଚନା ଦେଇଛନ୍ତି । ସେପଟେ ଜିଲ୍ଲାରେ ଅଧିକ ସଂଖ୍ୟାରେ ଟେଷ୍ଟିଂ କରାଯାଉଥିବାରୁ ଜିଲ୍ଲା ଉପଖଣ୍ଡରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ସେ କହିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.