ETV Bharat / state

ଅନଲକ 2: ଖୋର୍ଦ୍ଧାରେ ଲାଗୁ ହେବ ନୂଆ ନିୟମ

author img

By

Published : Jul 1, 2020, 7:24 AM IST

କୋରୋନା ମୁକାବିଲା ପାଇଁ ଜିଲ୍ଲାପାଳଙ୍କ ଦ୍ୱାରା ଖୋର୍ଦ୍ଧାରେ ନୂଆ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏହି ନିର୍ଦେଶନାମାରେ ପୂର୍ବ ଭଳି ସାପ୍ତାହିକ ପ୍ରତି ଶନି ଓ ରବିବାର ଲକଡ଼ାଉନ ଜାରି ରହିବ ଓ ଆଜିଠାରୁ କାର୍ଯ୍ୟକାରୀ ହେବ।

ଅନଲକ 2 : ଆସନ୍ତାକାଲିଠାରୁ ଖୋର୍ଦ୍ଧାରେ ଲାଗୁ ହେବ ନୂଆ ନିୟମ

ଖୋର୍ଦ୍ଧା: କୋରୋନା କାଳରେ ମଣିଷ ଦରମରା ହୋଇଗଲାଣି। ଭାଇରସ ବିସ୍ତାରରେ ରୋକ ଲାଗୁନଥିବା ବେଳେ ଏହା ନେଇ ଘଡିକି ଘଡି ବିଭିନ୍ନ ଗାଇଡଲାଇନ ପ୍ରସ୍ତୁତ ହେଉଛି। ତେବେ ଲକଡାଉନ ପର୍ଯ୍ୟାୟ ପରେ ଏକ ଅନଲକ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ ଆଜି ଠୁ ଖୋର୍ଦ୍ଧାରେ ଜନସାଧାରଣଙ୍କ ପାଇଁ ନୂଆ ନିୟମ ଜାରି କରାଯାଇଛି।

ଜିଲ୍ଲାରେ କୋରୋନା ମୁକାବିଲା ପାଇଁ ଜିଲ୍ଲାପାଳଙ୍କ ଦ୍ୱାରା ନୂଆ ନିର୍ଦେଶନାମ ଜାରି କରାଯାଇଛି । ଏହି ନିର୍ଦେଶନାମାରେ ପୂର୍ବ ଭଳି ସାପ୍ତାହିକ ପ୍ରତି ଶନି ଓ ରବିବାର ଲକଡ଼ାଉନ ଜାରି ରହିଥିବା ବେଳେ ରାତ୍ରି କର୍ଫ୍ୟୁ 9ଟା ରୁ ସକାଳ 5ଟା ପର୍ଯ୍ୟନ୍ତ ରହିବ ।

ଏହାସହ ଜିଲ୍ଲାରେ ସମସ୍ତ ବ୍ୟବସାୟୀକ ପ୍ରତିଷ୍ଠାନ ଆସନ୍ତା କାଲି ଠାରୁ ସକାଳ 5ଟାରୁ ସଂଧ୍ୟା 7ଟା ପର୍ଯ୍ୟନ୍ତ ଖୋଲା ରହିବ ବୋଲି ଜଣାପଡିଛି । ସେହିପରି ଜରୁରୀକାଳୀନ ସେବା ଯଥା ମେଡ଼ିସିନ ଷ୍ଟୋର, ପେଟ୍ରୋଲ ପମ୍ପ ,ରନ୍ଧନ ଗ୍ୟାସ ସଂସ୍ଥାକୁ ଛାଡି ଅନ୍ୟ ସମସ୍ତ ଦୋକାନ ବଜାର ସନ୍ଧ୍ୟା 7ଟା ରୁ ସକାଳ 5ଟା ପର୍ଯ୍ୟନ୍ତ ସଟଡାଉନ ରହିବ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.