ETV Bharat / state

କୋରୋନା ଲଗାଇଲା ଭିଟାମାଟିର ମୋହ - two youth make bread during lockdown period in khurda

ରୋଜଗାର ପାଇଁ ନିଜ ଅଞ୍ଚଳରେ ଶିକ୍ଷାଲାଭ କରିଥିବା ବିଦ୍ୟାକୁ ଉପଯୋଗ କରୁଛନ୍ତି ଖୋର୍ଦ୍ଧା ଜିଲ୍ଲାର ଯୁବକ । ପୁନର୍ବାର ଆଉ ବିଦେଶ ନଯାଇ ଏହିଠାରେ ହିଁ ଅଞ୍ଚଳର ଲୋକଙ୍କୁ ପୁଷ୍ଟିକର ବିସ୍କୁଟ ଓ ବ୍ରେଡ଼ ପ୍ରସ୍ତୁତ କରି ଯୋଗାଉଛନ୍ତି । ଆଉ ଏହାକୁ ସଫଳ କରିଛନ୍ତି ବିଦେଶ ଫେରନ୍ତା ପ୍ରସନ୍ନ କୁମାର ଦାଶ ଏବଂ ତାଙ୍କ ବନ୍ଧୁ । ପଢନ୍ତୁ ସମ୍ପୂର୍ଣ୍ଣ ଖବର....

କୋରୋନା ଲାଗାଇଲା ଭିଟାମାଟିର ମୋହ
କୋରୋନା ଲାଗାଇଲା ଭିଟାମାଟିର ମୋହ
author img

By

Published : Sep 16, 2020, 7:30 PM IST

ଖୋର୍ଦ୍ଧା: ଆମ ଜୀବନ ଶୈଳୀରେ କୋରୋନା ଅନେକ ପରିବର୍ତ୍ତନ ଆଣିଛି । ଏହାସହ ଅନେକଙ୍କୁ ବହୁ ଶିକ୍ଷା ମଧ୍ୟ ଦେଇଛି ଏହି ମହାମାରୀ କୋରୋନା । କୋରୋନା ଦ୍ୱାରା କିଏ ଜୀବନ ହରାଇଛି ତ ଆଉ କିଏ ଜୀବିକା । କିନ୍ତୁ ଏହି କୋରୋନା ପାଇଁ ନିଜ ଭିଟାମାଟି ଛାଡ଼ି ବିଦେଶକୁ ରୋଜଗାର ପାଇଁ ଯାଇଥିବା ଯୁବକମାନେ ଏବେ ଗାଁରେ ।

କୋରୋନା ଲଗାଇଲା ଭିଟାମାଟିର ମୋହ

ରୋଜଗାର ପାଇଁ ନିଜ ଅଞ୍ଚଳରେ ଶିକ୍ଷାଲାଭ କରିଥିବା ବିଦ୍ୟାକୁ ଉପଯୋଗ କରୁଛନ୍ତି ଖୋର୍ଦ୍ଧା ଜିଲ୍ଲାର ଯୁବକ । ପୁନର୍ବାର ଆଉ ବିଦେଶ ନଯାଇ ଏହିଠାରେ ହିଁ ଅଞ୍ଚଳର ଲୋକଙ୍କୁ ପୁଷ୍ଟିକର ବିସ୍କୁଟ ଓ ବ୍ରେଡ଼ ପ୍ରସ୍ତୁତ କରି ଯୋଗାଉଛନ୍ତି । ଆଉ ଏହାକୁ ସଫଳ କରିଛନ୍ତି ବିଦେଶ ଫେରନ୍ତା ପ୍ରସନ୍ନ କୁମାର ଦାଶ ଏବଂ ତାଙ୍କ ବନ୍ଧୁ । ସେମାନଙ୍କର ଏଭଳି କାର୍ଯ୍ୟକୁ ବେଶ ପ୍ରଶଂସା କରିଛନ୍ତି ସ୍ଥାନୀୟ ଲୋକ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.