ETV Bharat / state

ନନ୍ଦନକାନନରେ ନୂଆ ଅତିଥି, 15ଦିନ ପରେ ଭେଟିବେ ପର୍ଯ୍ୟଟକ

ଚେନ୍ନାଇରେ ଥିବା ଏକ ପ୍ରତିଷ୍ଠିତ ପଶୁପାଳନ କେନ୍ଦ୍ରରୁ 2ଟି ବିଦେଶ ପ୍ରଜାତିର ମାଙ୍କଡକୁ ନନ୍ଦନକାନନକ ଅଣା ଯାଇଛି । ଯୋଡା କାପୁଚିନ ମାଙ୍କଡର ବୟସ ୪ ରୁ ୫ ବର୍ଷ ହୋଇଥିବା ବେଳେ ଗୁଣ୍ଡୁଚିମୂଷା ମାଙ୍କଡର ବୟସ ୩ ରୁ ୪ ବର୍ଷ ହେବ ।

author img

By

Published : Oct 4, 2019, 8:21 PM IST

2 ବିଦେଶୀ ଅତିଥି

ଭୁବନେଶ୍ବର: ନନ୍ଦନକାନନର ପ୍ରାଣୀ ଉଦ୍ୟାନକୁ ଆସିଛନ୍ତି 2 ବିଦେଶୀ ମାଙ୍କଡ। ବିଦେଶୀ ପ୍ରଜାତିର ଗୋଟିଏ ଯୋଡା କୌତୁକୀୟା ମାଙ୍କଡ କାପୁଚିନ ଏବଂ ଅନ୍ୟଟି ଗୁଣ୍ଡୁଚିମୂଷା ମାଙ୍କଡ। ଚେନ୍ନାଇରେ ଥିବା ଏକ ପ୍ରତିଷ୍ଠିତ ପଶୁପାଳନ କେନ୍ଦ୍ର ଜୟ ଫାର୍ମାସୀରୁ ଏହି ନୂଆ ଅତିଥି ଆସିଛନ୍ତି ।

2 କାପୁଚିନ ମାଙ୍କଡଙ୍କ ବୟସ ୪ ରୁ ୫ ବର୍ଷ ହୋଇଥିବାବେଳେ ଗୁଣ୍ଡୁଚି ମୂଷା ମାଙ୍କଡର ବୟସ ୩ ରୁ ୪ ବର୍ଷ ହେବ । ତେବେ ପ୍ରାଣୀ ଉଦ୍ୟାନରେ ମାଙ୍କଡ ମାନେ ରହୁଥିବା ସ୍ଥାନ ଅର୍ଥାତ୍‌ ସିମ୍ପାଜି ଖୁଆଡ ନିକଟରେ ନିର୍ମାଣ ହୋଇଛି ଏକ ନୂଆ ଏନକ୍ଲୋଜୋର । ଆସନ୍ତା ୧୫ ଦିନ ଭିତରେ ଏହି ନୂଆ ଏନକ୍ଲୋଜୋରଟିର କାମ ସମ୍ପୂର୍ଣ୍ଣ ରୂପେ ସମାପ୍ତ ହୋଇଯିବ । ଏହା ପରେ ପର୍ଯ୍ୟଟକମାନେ ନୂଆ ପ୍ରଜାତିର ମାଙ୍କଡକୁ ଦେଖିପାରିବେ।

ତେବେ 2 ନୂଆ ଅତିଥିଙ୍କ ଆଗମନ ପରେ ନନ୍ଦନକାନନରେ ଜୀବଜନ୍ତୁ ପ୍ରଜାତିର ସଂଖ୍ୟା ୧୫୭କୁ ବୃଦ୍ଧି ପାଇଛି।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Intro:ନନ୍ଦନକାନନକୁ ଆସିଲେ ଦୁଇ ବିଦେଶୀ ପ୍ରଜାତିର ମାଙ୍କଡ଼।

ରାଜ୍ୟର ପ୍ରମୁଖ ପର୍ଯ୍ୟଟନ ସ୍ଥଳ ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ମୃତ୍ୟୁର ଭୟ ପଶିଛି। ଉଦ୍ୟାନ ଭିତରେ ନିର୍ମାଣ ଚାଲିଛି ଛୋଟ ବଡ ଏଂକ୍ଲୋଜୋର। ନନ୍ଦନକାନନ କତ୍ତୃପକ୍ଷ ନୂଆ ନୂଆ ଜୀବଜନ୍ତୁଙ୍କ ଆଣି ରଖିବା ଆରମ୍ଭ କଲେଣି।

Body:
ଚେନ୍ନାଇରେ ଥିବା ଏକ ପ୍ରତିଷ୍ଠିତ ପଶୁପାଲନ କେନ୍ଦ୍ର ଜୟ ଫାର୍ମାସୀ ରୁ ଆସିଛି ନୂଆ ଅତିଥି। ବିଦେଶୀ ପ୍ରଜାତିର ଦୁଇ ଯୋଡ଼ା କୌତୁକିୟ ମାଙ୍କଡ଼। ସେମାନେ ଗୋଟିଏ ଯୋଡ଼ା କାପୁଚିନ ଏବଂ ଅନ୍ୟଟି ଗୁଣ୍ଡୁଚିମୁଷା ମାଙ୍କଡ଼। ତେବେ ପ୍ରାଣୀ ଉଦ୍ୟାନରେ ମାଙ୍କଡ଼ ମନେ ରହୁଥିବା ସ୍ଥାନ ତଥା ସିମ୍ପାଜି ଖୁଡୁଆ ନିକଟରେ ନିର୍ମାଣ ହୋଇଛି ଏକ ନୂଆ ଏଂକ୍ଲୋଜୋର। ତେବେ ଏହି ଏଂକ୍ଲୋଜୋର ଟି ଆସନ୍ତା ୧୫ ଦିନ ଭୁତରେ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟ ସରିଲା ପରେ ପର୍ଯ୍ୟଟକ ମାନେ ବିଭିନ୍ନ ପ୍ରଜାତିର ମାଙ୍କଡ଼ ଦେଖିପାରିବେ। ଦୁଇ କାପୁଚିନ ମାଙ୍କଡ଼ ଙ୍କ ବୟସ ୪ ରୁ ୫ ବର୍ଷ ହୋଇଥିବା ବେଳେ ଗୁଣ୍ଡୁଚିମୁଷା ମଙ୍କଡର ବୟସ ୩ ରୁ୪ ବର୍ଷ। ତେବେ ନନ୍ଦନକାନନରେ ଜୀବଜନ୍ତୁ ପ୍ରଜାତିର ସଂଖ୍ୟା ୧୫୭ କୁ ବୃଦ୍ଧି ପାଇଛି।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.