ETV Bharat / state

ଅଚଳ କମ୍ପାନୀ ପରିସରରୁ ତିନି ଅଜଗର ସାପ ଉଦ୍ଧାର

author img

By

Published : Feb 16, 2021, 5:31 PM IST

ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକ ଅଙ୍ଗାରପଡା ପଞ୍ଚାୟତର ପାଣିଓରା ଗ୍ରାମରୁ ମଙ୍ଗଳବାର ୩ ଅଜଗର ସାପ ଉଦ୍ଧାର କରିଛି ବନବିଭାଗ । ଅଧିକ ପଢନ୍ତୁ...

ତିନି ଅଜଗର ସାପ ଉଦ୍ଧାର
ତିନି ଅଜଗର ସାପ ଉଦ୍ଧାର

ଖୋର୍ଦ୍ଧା: ତିନି ଅଜଗର ଉଦ୍ଧାର । ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକ ଅଙ୍ଗାରପଡା ପଞ୍ଚାୟତର ପାଣିଓରା ଗ୍ରାମରୁ ମଙ୍ଗଳବାର ୩ ଅଜଗର ସାପ ଉଦ୍ଧାର କରିଛି ବନବିଭାଗ ।

ସୂଚନା ଅନୁଯାୟୀ, ପାଣିଓରା ଗ୍ରାମ ନିକଟରେ ଥିବା ଏକ ଅଚଳ କମ୍ପାନୀ ପରିସରରେ 3ଟି ଅଜଗର ସାପ ରହୁଥିଲେ । ଅଜଗରଙ୍କୁ ଦେଖି କମ୍ପାନୀର ସୁରକ୍ଷାକର୍ମୀ ସ୍ନେକ ହେଲ୍ପଲାଇନକୁ ଖବର ଦେଇଥିଲେ ।

ତିନି ଅଜଗର ସାପ ଉଦ୍ଧାର

ଖବର ପାଇ ସ୍ନେକ ହେଲ୍ପଲାଇନ ଘଟଣାସ୍ଥଳକୁ ଆସି ତିନୋଟି ଅଜଗର ସାପକୁ ଉଦ୍ଧାର କରିଛନ୍ତି । ତେବେ ସାପ ଗୁଡିକର ଲମ୍ବ ୧୦ ଫୁଟ ହେବା ସହ ତିନିରୁ ଚାରି ବର୍ଷ ବୟସ ହେବା ନେଇ ବନ ବିଭାଗ କହିଛି । ସାପ ଗୁଡିକୁ ବନ ବିଭାଗ ଚନ୍ଦକା ଅଭୟାରଣ୍ୟରେ ଛାଡିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.