ETV Bharat / state

ଲକଡାଉନରେ ମାତିଛନ୍ତି ପଥର ମାଫିଆ, ଚଢାଉ ବେଳେ 4 ଗାଡି ଜବତ

ମାତିଛନ୍ତି ପଥର ମାଫିଆ । ବେଆଇନ ପଥର, ବାଲି ଚୋରା ଚାଲାଣ ବେଳେ 4 ଗାଡିକୁ ଜବତ କଲେ ତହସିଲଦାର । ଅଧିକ ପଢନ୍ତୁ...

author img

By

Published : May 10, 2021, 4:10 PM IST

ଲକଡାଉନରେ ମାତିଛନ୍ତି ପଥର ମାଫିଆ, ଚଢାଉ ପଥର ଚୋରାଚାଲାଣ ବେଳେ ବେଳେ 4 ଗାଡି ଜବତ

ଖୋର୍ଦ୍ଧା: କୋରୋନା କବଳରୁ ମଣିଷ ସମାଜକୁ ରକ୍ଷା କରିବା ପାଇଁ ସରକାର ସାରା ରାଜ୍ୟରେ ଲକଡାଉନ ଘୋଷଣା କରିଛନ୍ତି । ଆଉ ତାହା ମଧ୍ୟ ବଳବତ୍ତର ରହିଛିୱ । କିନ୍ତୁ ଖୋର୍ଦ୍ଧା ବେଗୁନିଆ ଅଂଚଳରେ ଥିବା ମାଙ୍କଡ଼ା ପଥର ମାଫିଆ ମାନେ କିନ୍ତୁ ଏହି ଲକଡାଉନର ସୁଯୋଗ ନେଇ ଟାଙ୍ଗରା ଭୂଇଁକୁ କାଟି ବେଆଇନ ଭାବେ କୋଟି କୋଟି ଟଙ୍କାର ରାଜସ୍ବ ଲୁଟ୍ କରୁଛନ୍ତି ।

ସୂଚନାନୁଯାୟୀ ବେଗୁନିଆ ତହସିଲ ଅଞ୍ଚଳରେ ବେଆଇନ ମାଙ୍କଡ଼ା ପଥର ଖଣି ଚାଲୁଥିବା ଖବର ପାଇ ତହସିଲଦାର ପୃଥ୍ୱୀରାଜ ମଣ୍ଡଳ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଦୁଇଟି ପଥର ବୋଝେଇ ଟ୍ରାକ୍ଟର ,ଗୋଟିଏ ମିନିଟ୍ରକ ଏବଂ ଗୋଟିଏ ବେଆଇନ ବାଲି ବୋଝେଇ ହାଇୱାକୁ ଜବତ କରିଛନ୍ତି ।

ଦିନକୁ ଦିନ ବେଆଇନ ଲଘୁ ଖଣିଜ ପଦାର୍ଥ ଲୁଟକରି ମାଫିଆ ମାନେ ମଲେମାଲ ହେଉଥିବା ବେଳେ ସେଥିରେ ରୋକ୍ ଲଗାଇବା ପାଇଁ ତହସିଲଦାରଙ୍କ ଏଭଳି ପଦକ୍ଷେପ ହାତକୁ ନେଇଥିବା କହିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.