ETV Bharat / state

ମନ୍ଦିର ନିକଟରୁ ଅଜଗର ଉଦ୍ଧାର, ଜଙ୍ଗଲରେ ଛାଡିଲା ବନବିଭାଗ - ମନ୍ଦିର ନିକଟରୁ ଅଜଗର ଉଦ୍ଧାର

ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଛକ ତ୍ରୀନାଥ ମନ୍ଦିର ନିକଟରୁ ୭ଫୁଟ୍ ଲମ୍ବର ଏକ ଅଜଗର ସାପ ଉଦ୍ଧାର କରାଯାଇଛି। ସ୍ଥାନୀୟ ଯୁବକ ସାପଟିକୁ ଉଦ୍ଧାର କରି ବନବିଭାଗକୁ ଖବର ଦେବା ସହ ଜଙ୍ଗଲରେ ଛଡା ଯାଇଛି।

ମନ୍ଦିର ନିକଟରୁ ଅଜଗର ଉଦ୍ଧାର, ଜଙ୍ଗଲରେ ଛାଡିରେ ବନବିଭାଗ

author img

By

Published : Jul 1, 2020, 9:46 AM IST

ଖୋର୍ଦ୍ଧା: ଜିଲ୍ଲା ଟାଙ୍ଗୀ ବ୍ଲକ ଛକ ତ୍ରୀନାଥ ମନ୍ଦିର ନିକଟରୁ ୭ଫୁଟ୍ ଲମ୍ବର ଏକ ଅଜଗର ସାପ ଉଦ୍ଧାର କରାଯାଇଛି। ଏହାପରେ ସ୍ଥାନୀୟ ଯୁବକ ବନବିଭାଗକୁ ଖବର ଦେବା ସହ ଉଦ୍ଧାର ସାପକୁ ହସ୍ତାନ୍ତର କରିଛନ୍ତି ।

ସୂଚନା ଅନୁଯାୟୀ ରତ୍ନମାଳି ସାହିର କିଛି ଯୁବକ ରାସ୍ତାରେ ଯାଉଥିବା ବେଳେ ଏକ ଅଜଗର ସାପ ଟାଙ୍ଗୀ ବ୍ଲକ ଛକ ନିକଟରେ ଥିବା ତ୍ରୀନାଥ ମନ୍ଦିର ନିକଟରେ ଯାଉଥିବାର ଦେଖିଥିଲେ।

ସଙ୍ଗେ ସଙ୍ଗେ ଯୁବକ ମାନେ ଅଜଗର ସାପଟିକୁ ଧରିବା ସହ ଟାଙ୍ଗୀ ବନବିଭାଗକୁ ହସ୍ତାନ୍ତର କରିଥିଲେ । ବନବିଭାଗ ସାପଟିକୁ ନେଇ ଟାଙ୍ଗୀ ଜଙ୍ଗଲରେ ଛାଡିଥିବା ଜଣାପଡିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.