ETV Bharat / state

ପେନସିଲ ମୁନରେ ନବବର୍ଷର ଶୁଭେଚ୍ଛା ଜଣାଇଲେ ଶିଳ୍ପୀ

author img

By

Published : Dec 31, 2020, 9:40 PM IST

ପେନସିଲ ମୁନରେ ସୂକ୍ଷ୍ମ କଳାକୃତି କରି ପୁରୁଣା ବର୍ଷକୁ ବିଦାୟ ଦେଇ ନବବର୍ଷକୁ ସ୍ୱାଗତ କରିଛନ୍ତି ଜଟଣୀ ଅଞ୍ଚଳର ଶିଳ୍ପୀ ଈଶ୍ଵର ରାଓ । ତିନି ଖଣ୍ଡ ପେନସିଲ ମୁନରେ ସୁନ୍ଦର ସୂକ୍ଷ୍ମ କଳାକୃତି କରିଛନ୍ତି । ଅଧିକ ପଢନ୍ତୁ...

ପେନସିଲ ମୁନରେ ନବବର୍ଷର ଶୁଭେଚ୍ଛା
ପେନସିଲ ମୁନରେ ନବବର୍ଷର ଶୁଭେଚ୍ଛା

ଖୋର୍ଦ୍ଧା: ପେନସିଲ ମୁନରେ ସୂକ୍ଷ୍ମ କଳାକୃତି କରି ପୁରୁଣା ବର୍ଷକୁ ବିଦାୟ ଦେଇ ନବବର୍ଷକୁ ସ୍ୱାଗତ କରିଛନ୍ତି ଜଟଣୀ ଅଞ୍ଚଳର ଶିଳ୍ପୀ ଈଶ୍ଵର ରାଓ । ତିନି ଖଣ୍ଡ ପେନସିଲ ମୁନରେ ସୁନ୍ଦର ସୂକ୍ଷ୍ମ କଳାକୃତି କରିଛନ୍ତି ।

ପେନସିଲ ମୁନରେ ନବବର୍ଷର ଶୁଭେଚ୍ଛା

ଏହି କଳାକୃତି ପାଇଁ ତାଙ୍କୁ ଦୁଇଦିନ ସମୟ ଲାଗିଥିବାବେଳେ ଆଗାମୀ ନବବର୍ଷ ବିଶ୍ୱକୁ କରୋନା ମହାମାରୀ ଠାରୁ ଦୂରେଇ ରଖିବାକୁ ସେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.