ETV Bharat / state

ଖୋର୍ଦ୍ଧା, ପୁରୀ ଓ କଟକରେ କାର୍ଯ୍ୟକ୍ଷମ ହେଉଛି ଟେଲିକମ ଏକ୍ସଚେଞ୍ଜ

ଧିରେ ଧିରେ ସୁଧୁରୁଛି ସ୍ଥିତି । ଖୋର୍ଦ୍ଧା ଜିଲ୍ଲାର 99 ଟେଲିକମ ଏକ୍ସଚେଞ୍ଜ ମଧ୍ୟରୁ 83, ପୁରୀରେ 41ରୁ 24, କଟକରେ 77ରୁ ସବୁତକ କାର୍ଯ୍ୟ କରୁଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : May 12, 2019, 6:36 PM IST

ଭୁବନେଶ୍ବର: ବାତ୍ୟା ଫନିରେ ରାଜ୍ୟରେ ହସ୍ତତନ୍ତ ଓ ହସ୍ତଶିଳ୍ପ କ୍ଷେତ୍ରରେ ଅନେକ କ୍ଷତି ହୋଇଛି । ରଘୁରାଜପୁର ଭିଲେଜ, କଳାଭୂମି, କ୍ରାଫ୍ଟ ମ୍ୟୁଜିଅମ ଆଦି ବ୍ୟାପକ କ୍ଷତି ହୋଇଛି । 71 ହଜାର ଶିଳ୍ପୀ, 3400 ସୋସାଇଟି ନଷ୍ଟ ହୋଇଛି । ମୋଟ 65 .24କୋଟି ଟଙ୍କାର କ୍ଷତି ହୋଇଛି । ସେଡ଼, ଟ୍ରେନିଂ ସେଣ୍ଟର ନଷ୍ଟ ହୋଇଥିବା ଜଣାପଡିଛି ।

ଖୋର୍ଦ୍ଧା ଜିଲ୍ଲାର 99 ଟେଲିକମ ଏକ୍ସଚେଞ୍ଜ ମଧ୍ୟରୁ 83, ପୁରୀରେ 41ରୁ 24, କଟକରେ 77ରୁ ସବୁତକ କାର୍ଯ୍ୟ କରୁଛି । ସେଲ ଅନ ହ୍ବିଲ ଏୟାରଟେଲର 4ଟି, ଜିଓର 2ଟି ଆଜି କାର୍ଯ୍ୟକ୍ଷମ ହେବ । ଆଗରୁ 1ଟି କାର୍ଯ୍ୟ କରୁଛି ।

ସବୁ ବ୍ୟାଙ୍କ ଓ ଏଟିଏମ 13 ସୁଦ୍ଧା କାର୍ଯ୍ୟକ୍ଷମ ହେବା ଏନେଇ ନିର୍ଦ୍ଦେଶ ଦିଆଯାଇଛି। ମୋବାଇଲ ଏଟିଏମ ଓ ପିଓଏସ ମେସିନ ପଠାଯାଉଛି । ପୁରୀରେ ଏହା କାର୍ଯ୍ୟ କରୁଛି । 222 ଶାଖାରୁ 150 ଖୋଲିଛି । 275 ଏଟିଏମରୁ 43, 657 ଶାଖା ଖୋର୍ଦ୍ଧାର 545 କାମ କରୁଛି । 1184 ଏଟିଏମରୁ 412 ଏଟିଏମ କାମ କରୁଛି । ବିଜୁଳି- CDD1- 51 ଫିଡର କାର୍ଯ୍ୟ କରୁଛି । 72 ହଜାର ଉପଭୋକ୍ତାଙ୍କ ମଧ୍ୟରୁ 70 ଜାହାରଙ୍କୁ ମିଳିଛି ସଂଯୋଗ ।

BCDD2- ମୋଟ 44 ଅର୍ବାନ ଫିଡର 23 କାମ କରୁଛି । Bcdd1- 58 ହଜାରରୁ 51 ହଜାର ବିଜୁଳି ସଂଯୋଗ ଦିଆଯାଇଛି । ସବୁ ଫିଡର କାମ କରୁଛି । ଠିକ ସେହିପରି Bcdd2- 66 ଫିଡର ମଧ୍ୟରୁ 56 କାମ କରୁଛି । 97000 ଉପଭୋକ୍ତାଙ୍କ ମଧ୍ୟରୁ 90 ହଜାର ସଂଯୋଗ ଦିଆଯାଇଛି । Bed- 87 ହଜାରରୁ 60 ହଜାର ସଂଯୋଗ ମିଳିଛି । 26 ଫିଡର କାମ କରୁଛି । 12 ସୁଦ୍ଧା ସମସ୍ତଙ୍କୁ ମିଳିବ ବିଜୁଳି ସଂଯୋଗ ଦିଆଯିବା ନେଇ ସୂଚନା ଦେଇଛନ୍ତି ଲୋକସମ୍ପର୍କ ସଚିବ ସଞ୍ଜୟ ସିଂ ।

ଗତକାଲି ପୁରୀ ବଡଦାଣ୍ଡକୁ ଆଲୋକିତ କରାଯାଇଛି । 15 ସୁଦ୍ଧା ପୁରୀ, କୋଣାର୍କରେ ବିଜୁଳି ଜଳିବ । ଜିଲ୍ଲାରେ ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲିଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:Body:

zcnn

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.