ETV Bharat / state

‘2021ରେ ମହାକାଶ ଯିବେ ଭାରତୀୟ’ - student take risk ksiban

ଆଇଆଇଟି ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ରିସ୍କ ନେବାକୁ ଇସ୍ରୋ ଅଧ୍ୟକ୍ଷ କେ. ଶିବନ ଆହ୍ବାନ କରିଛନ୍ତି । ଅଧିକ ପଢନ୍ତୁ....

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା
author img

By

Published : Sep 21, 2019, 6:55 PM IST

ଖୋର୍ଦ୍ଧା: ଜୀବନରେ ରିସ୍କ ନିଅ । ଜୀବନରେ ସବୁକିଛି ପାଇ ହୁଏନା । ହରାଇବାରେ ହିଁ ଲୁଚିଥାଏ ପାଇବାର ଆଶା । ଆଇଆଇଟି ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଜୀବନରେ ରିସ୍କ ନେବାକୁ ଆହ୍ବାନ ଦେଇଛନ୍ତି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଅଧ୍ୟକ୍ଷ ତଥା ରକେଟ ମ୍ୟାନ କେ. ଶିବନ । ଛାତ୍ରଛାତ୍ରୀଙ୍କୁ ସମ୍ବୋଧନ କରିବା ଅବସରରେ ‘ଗଗନୟାନ’ ମିଶନ ନେଇ ମଧ୍ୟ ଦେଇଛନ୍ତି ସୂଚନା ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ଆସନ୍ତା 2020 ଡିସେମ୍ବରରେ ପ୍ରଥମ ଅନ ମ୍ୟାନ୍ଡ ମିଶନ । 2021 ଜୁଲାଇରେ ଦ୍ବିତୀୟ ଅନ ମ୍ୟାନ୍ଡ ମିଶନ ଓ 2021 ଡିସେମ୍ବରରେ ପ୍ରଥମ ମ୍ୟାନ୍ଡ ମିଶନରେ ମହାକାଶକୁ ଯିବେ ଭାରତୀୟ । ଏଭଳି କିଛି ଲକ୍ଷ୍ୟ ରଖାଯାଇଛି ବୋଲି ଶିବନ କହିଛନ୍ତି । ଏହାସହ ସେ ଛାତ୍ରଛାତ୍ରୀଙ୍କୁ ପାଠପଢା ଜାରି ରଖିବାକୁ ଉପଦେଶ ଦେଇଛନ୍ତି । ଶିକ୍ଷା ହିଁ ଜୀବନ ପରମ ବନ୍ଧୁ ବୋଲି କହିଛନ୍ତି ।

ଏହି ଅବସରରେ କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିବା ସହ ତିନି ଜଣ ଛାତ୍ରଙ୍କୁ ସ୍ବର୍ଣ୍ଣ ଓ 15 ଜଣ ଛାତ୍ରଙ୍କୁ ରୌପ୍ୟ ମେଡାଲ ପ୍ରଦାନ କରିଥିଲେ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:Body:

Bhubaneswar(Odisha): ISRO Chairman  K.Shivan Arrives Bhubaneswar to Attend  8th Convocation of IIT Bhubaneswar. He delivered Lecture on Chandrayan-2 Mission. In his visit he will be Felicitating  Toppers of IIT along with degree holders.   

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.