ETV Bharat / state

ଖୋର୍ଦ୍ଧା ଷ୍ଟେସନରେ ପହଞ୍ଚିଲା ଚିତ୍ତୋର-ଭଦ୍ରକ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ - sramik special train

ଖୋର୍ଦ୍ଧା ରୋଡ ରେଳ ଷ୍ଟେସନରେ ମହାରାଷ୍ଟ୍ରର ଚିତ୍ତୋରରୁ ଆସିଲା ସ୍ଵତନ୍ତ୍ର ଶ୍ରମିକ ଟ୍ରେନ । ରାଜ୍ୟ ବିଭିନ୍ନ ଜିଲ୍ଲାରୁ 200ରୁ ଉର୍ଦ୍ଧ୍ବ ପ୍ରବାସୀ ଫେରିଛନ୍ତି । ପ୍ରବାସୀ ମାନଙ୍କ ପାଇଁ ସ୍କ୍ରିନି ଓ ରେଜିଷ୍ଟ୍ରେସନ ବ୍ୟବସ୍ଥା କରାଯାଇଛି ।

sramik-special-train-from-chittor-to-bhadrak-reach-khurdha-station
ଖୋର୍ଦ୍ଧା ଷ୍ଟେସନରେ ପହଞ୍ଚିଲା ଚିତ୍ତୋରରୁ ଭଦ୍ରକ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ
author img

By

Published : May 14, 2020, 12:16 PM IST

ଖୋର୍ଦ୍ଧା: ମହାରାଷ୍ଟ୍ରର ଚିତ୍ତୋରରୁ ଆସିଲା ସ୍ଵତନ୍ତ୍ର ଶ୍ରମିକ ଟ୍ରେନ୍ । ଖୋର୍ଦ୍ଧା ରୋଡ ରେଳ ଷ୍ଟେସନରେ ପ୍ରବାସୀ ଶ୍ରମିକ ମାନଙ୍କୁ ନେଇ ପହଞ୍ଚିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରବାସୀ ମାନଙ୍କ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ।

ଖୋର୍ଦ୍ଧା ଷ୍ଟେସନରେ ପହଞ୍ଚିଲା ଚିତ୍ତୋରରୁ ଭଦ୍ରକ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ

ଏହି ଟ୍ରେନରେ କଟକ, କେନ୍ଦ୍ରାପଡ଼ା ଜଗତସିଂହପୁର ,ବରଗଡ଼, ଢେଙ୍କାନାଳ, ଖୋର୍ଦ୍ଧା, ନୟାଗଡ଼, ଅନୁଗୁଳ, ପୁରୀ, ସୁବର୍ଣ୍ଣପୁର ଓ ବଲାଙ୍ଗୀର ଜିଲ୍ଲାର 200ରୁ ଉର୍ଦ୍ଧ୍ବ ପ୍ରବାସୀ ଭାଇ ଭଉଣୀ ମାନେ ମହାରାଷ୍ଟ୍ରର ଚିତ୍ତୋର ସହରରୁ ଫେରିଛନ୍ତି । ପ୍ରବାସୀ ମାନଙ୍କୁ ଜିଲା ପ୍ରଶାସନ ପକ୍ଷରୁ କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର,ଜିଲ୍ଲାପାଳ ଓ ଜିଲ୍ଲାର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହି ସ୍ବାଗତ କରିଛନ୍ତି । ପ୍ରବାସୀ ମାନଙ୍କ ସ୍କ୍ରିନି ଓ ରେଜିଷ୍ଟ୍ରେସନ କରାଯିବା ପରେ ସେମାନଙ୍କ ଅଞ୍ଚଳକୁ ପଠାଇ ଦିଆଯାଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.