ETV Bharat / state

ମହାପ୍ରଭୁଙ୍କ ସ୍ନାନଯାତ୍ରା: ସ୍ନାନବେଦୀରେ ଚତୁର୍ଦ୍ଧାମୂର୍ତ୍ତି

ଖୋର୍ଦ୍ଧା ଉପକଣ୍ଠ ଜାଗୁଳିପାଟଣା ସ୍ଥିତ ଶ୍ରୀ ଅନନ୍ତ ପୁରୁଷୋତ୍ତମ ଦେବଙ୍କ କ୍ଷେତ୍ରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ସ୍ନାନଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ କୋରୋନା କଟକଣା ପାଇଁ ନିରାଡ଼ମ୍ବର ଭାବେ ଶ୍ରୀଜିଉଙ୍କ ସ୍ନାନ ଉତ୍ସବ ସମ୍ପନ୍ନ ହୋଇଛି । ଅଧିକ ପଢନ୍ତୁ...

author img

By

Published : Jun 5, 2020, 3:12 PM IST

Srijew on the bathing altar
ମହାପ୍ରଭୁଙ୍କ ସ୍ନାନଯାତ୍ରା: ସ୍ନାନ ବେଦୀରେ ଚତୁର୍ଦ୍ଧାମୂର୍ତ୍ତି

ଖୋର୍ଦ୍ଧା: ଆଜି ହେଉଛି ଶ୍ରୀଜିଉଙ୍କ ସ୍ନାନଯାତ୍ରା । ଏହି ଅବସରରେ ଖୋର୍ଦ୍ଧା ଉପକଣ୍ଠ ଜାଗୁଳିପାଟଣା ସ୍ଥିତ ଶ୍ରୀ ଅନନ୍ତ ପୁରୁଷୋତ୍ତମ ଦେବଙ୍କ କ୍ଷେତ୍ରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ସ୍ନାନଯାତ୍ରା ଅନୁଷ୍ଠିତ ହୋଇଯାଇଛି ।

Srijew on the bathing altar
ମହାପ୍ରଭୁଙ୍କ ସ୍ନାନଯାତ୍ରା: ସ୍ନାନବେଦୀରେ ଚତୁର୍ଦ୍ଧାମୂର୍ତ୍ତି

ଭୋର ସମୟରୁ ମହାପ୍ରଭୁଙ୍କ ନୀତିକାନ୍ତି ରୀତିନୀତି ଅନୁଯାୟୀ ସମ୍ପନ୍ନ ହେବା ପରେ ଗୋଟି ପହଣ୍ଡିରେ ଚାରି ଠାକୁରଙ୍କୁ ସ୍ନାନ ବେଦୀକୁ ଅଣାଯାଇ 108 ସୁବାସିତ ଜଳରେ ସ୍ନାନ କରାଯାଇଛି । ମଧ୍ୟାହ୍ନରେ ମହାପ୍ରଭୁଙ୍କ ପାଖରେ ଅନ୍ନ ଭୋଗ ଲାଗି କରି ସାରି ପୁନର୍ବାର ପହଣ୍ଡି କରାଯାଇ ଅଣସର ଘରେ ବିରାଜମାନ କରାଯାଇଛି ।

ତେବେ ଚଳିତ ବର୍ଷ କୋରୋନା କଟକଣା ପାଇଁ ନିରାଡ଼ମ୍ବର ଭାବେ ଶ୍ରୀଜିଉଙ୍କ ସ୍ନାନ ଉତ୍ସବ ସମ୍ପନ୍ନ ହୋଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.