ETV Bharat / state

ଗୋବିନ୍ଦପୁରରେ ଶୀତଳଷଷ୍ଠୀ ମହୋତ୍ସବ ଉଦ୍‌ଘାଟିତ, ପାରମ୍ପରିକ ନୃତ୍ୟରେ ଝୁମିଲେ ଦର୍ଶକ - ଖୋର୍ଦ୍ଧାରେ ଶୀତଳଷଷ୍ଠୀ ମହୋତ୍ସବ

ଖୋର୍ଦ୍ଧା ଜିଲ୍ଲା ଗୋବିନ୍ଦପୁର ଗ୍ରାମରେ ଉଦଘାଟିତ ହୋଇଯାଇଛି ଶୀତଳଷଷ୍ଠୀ ମହୋତ୍ସବ । ଏହି କାର୍ଯ୍ୟକ୍ରମ ଆସନ୍ତା ୮ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ପ୍ରତିଦିନ ସଂସ୍କୃତି ବିଭାଗ ପକ୍ଷରୁ ରାଜ୍ୟର ବିଭିନ୍ନ ଲୋକନୃତ୍ୟ ପରିବେଷଣ କରାଯିବାର କାର୍ଯ୍ୟକ୍ରମ ରହିଛି । ଅଧିକ ପଢନ୍ତୁ

shitalsasthi mahotsav in khorda
ଉଦଘାଟିତ ହେଲା ଶୀତଳଷଷ୍ଠୀ ମହୋତ୍ସବ: ପାରମ୍ପରିକ ନୃତ୍ୟରେ ଝୁମିଲେ ଦର୍ଶକ
author img

By

Published : Jun 7, 2022, 6:58 AM IST

Updated : Jun 7, 2022, 8:14 AM IST

ଖୋର୍ଦ୍ଧା: ଗୋବିନ୍ଦପୁର ଗ୍ରାମରେ ଉଦ୍‌ଘାଟିତ ହୋଇଯାଇଛି ଶୀତଳଷଷ୍ଠୀ ମହୋତ୍ସବ । ଏହି କାର୍ଯ୍ୟକ୍ରମ ଆସନ୍ତା ୮ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ପ୍ରତିଦିନ ସଂସ୍କୃତି ବିଭାଗ ପକ୍ଷରୁ ରାଜ୍ୟର ବିଭିନ୍ନ ଲୋକନୃତ୍ୟ ପରିବେଷଣ କରାଯିବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବେଗୁନିଆ ତହସିଲଦାର ଯୋଗଦେଇ ମହୋତ୍ସବକୁ ଉଦଘାଟନ କରିଥିଲେ । ସେହପରି କମେଡି କିଙ୍ଗ ପପୁ ପମପମଙ୍କ ଦମଦାର କମେଡି ବିଳମ୍ବିତ ରାତି ପର୍ଯ୍ୟନ୍ତ ହଜାର ହଜାର ଦର୍ଶକଙ୍କୁ ବାନ୍ଧି ରଖିଥିଲା ।

ଗୋବିନ୍ଦପୁରରେ ଶୀତଳଷଷ୍ଠୀ ମହୋତ୍ସବ ଉଦ୍‌ଘାଟିତ, ପାରମ୍ପରିକ ନୃତ୍ୟରେ ଝୁମିଲେ ଦର୍ଶକ

ଓଡ଼ିଆ କଣ୍ଠଶିଳ୍ପୀ ତାରିକ ଅଜିଜଙ୍କ ମନଛୁଆଁ ଗୀତ ସାଙ୍ଗକୁ ବଲାଙ୍ଗୀର ଲୋଇସିଙ୍ଗାର ସମ୍ବଲପୁରୀ ନୃତ୍ୟକୁ ଦର୍ଶକମାନେ ବେଶ ମନଭରି ଉପଭୋଗ କରିଛନ୍ତି । ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ସିନେ ତାରକା ମାନଙ୍କର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ ଲରିଥିବା ବ୍ୟକ୍ତି ବିଶେଷ ମାନଙ୍କୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରହିଥିବା ଅନୁଷ୍ଠାନ ପକ୍ଷରୁ ସୂଚନା ମିଳିଛି ।

ଇଟିଭି ଭାରତ, ଖୋର୍ଦ୍ଧା

Last Updated : Jun 7, 2022, 8:14 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.