ETV Bharat / state

ସମ୍ବଲପୁର ରେଳମଣ୍ଡଳରେ ଆଧୁନିକୀକରଣ, ୪ ଟ୍ରେନ ବାତିଲ - ସମ୍ୱଲପୁର ରେଳମଣ୍ଡଳରେ ଆଧୁନିକୀକରଣ ନେଇ ଟ୍ରେନ୍‌ ବାତିଲ

ଟିଟିଲାଗଡ-ସମ୍ବଲପୁର ରେଳ ମାର୍ଗରେ ସିକିର-ବଡମାଲ ଷ୍ଟେସନ ମଧ୍ୟରେ ଦୋହରୀକରଣ କାର୍ଯ୍ୟ ପାଇଁ ୪ଟି ଟ୍ରେନ ବାତିଲ କରାଯାଇଛି (Trains cancelled For modernisation Work)। ଟ୍ରେନ୍‌ ବାତିଲ ସୂଚନା ଦେଇଛି ପୂର୍ବତଟ ରେଳପଥ । ଅଧିକ ପଢନ୍ତୁ

ସମ୍ବଲପୁର ରେଳମଣ୍ଡଳରେ ଆଧୁନିକୀକରଣ, ୪ ଟ୍ରେନ ବାତିଲ

author img

By

Published : Nov 2, 2022, 7:49 AM IST

ଭୁବନେଶ୍ବର: ଟିଟିଲାଗଡ-ସମ୍ବଲପୁର ରେଳ ମାର୍ଗରେ ସିକିର-ବଡମାଲ ଷ୍ଟେସନ ମଧ୍ୟରେ ଦୋହରୀକରଣ କାର୍ଯ୍ୟ ପାଇଁ ୪ଟି ଟ୍ରେନ ବାତିଲ କରାଯାଇଥିବା ବେଳେ ଆଉ କେତେକ ଟ୍ରେନକୁ ଆଂଶିକ ଭାବେ ବାତିଲ କରାଯାଇଛି (Trains cancelled For modernisation Work) । ସିକିର-ବଡମାଲ ଷ୍ଟେସନ ମଧ୍ୟରେ ରେଳ କାର୍ଯ୍ୟ ଚାଲିଥିବାରୁ ଟ୍ରେନ ପ୍ରଭାବିତ ହୋଇଛି ।

ବାତିଲ ଟ୍ରେନ:

08317/08318 ସମ୍ବଲପୁର-ଜୁନାଗଡ଼ ରୋଡ୍-ସମ୍ବଲପୁର ପାସେଞ୍ଜର ଟ୍ରେନ ନେଭେମ୍ବର 6 ରୁ 11 ତାରିଖ ପର୍ଯ୍ୟନ୍ତ ଏବଂ ଜୁନାଗଡ଼ ରୋଡରୁ 7 ରୁ 12 ପର୍ଯ୍ୟନ୍ତ ବାତିଲ ରହିବ ।

08263/08264 ଟିଟିଲାଗଡ-ବିଳାସପୁର-ଟିଟିଲାଗଡ ପାସେଞ୍ଜର ଟ୍ରେନ ନେଭେମ୍ବର 7 ରୁ 12ତାରିଖ ପର୍ଯ୍ୟନ୍ତ ଏବଂ ବିଲାସପୁରରୁ 6 ରୁ 11 ତାରିଖ ମଧ୍ୟରେ ବାତିଲ ରହିବ ।

ଏହା ମଧ୍ୟ ପଢନ୍ତୁ: ଖୋର୍ଦ୍ଧାରେ କାର୍-ଟ୍ରକ ମୁହାଁମୁହିଁ ଧକ୍କା: ୩ ମୃତ

08277/08278 ଟିଟିଲାଗଡ-ରାୟପୁର-ଟିଟିଲାଗଡ ପାସେଞ୍ଜର ଟିଟିଲାଗଡ଼ରୁ ନେଭେମ୍ବର 6 ରୁ 11 ତାରିଖ ପର୍ଯ୍ୟନ୍ତ ଏବଂ ରାୟପୁର ରୋଡରୁ 7 ରୁ 12 ନଭେମ୍ବର ମଧ୍ୟରେ ବାତିଲ ରହିବ ।

18301/18302 ସମ୍ବଲପୁର-ରାୟଗଡା-ସମ୍ବଲପୁର ଇଣ୍ଟର ସିଟି ଏକ୍ସପ୍ରେସ ନଭେମ୍ବର 7 ରୁ 11 ତାରଖ ମଧ୍ୟରେ ଉଭୟ ଦିଗରୁ ବାତିଲ ରହିବ ।

ଟ୍ରେନର ଆଂଶିକ ବାତିଲ୍

ହାଓ୍ବଡା ଠାରୁ ଛାଡିବାକୁ ଥିବା 18005/18006 ହାଓଡ଼ା-ଜଗଦଲପୁର-ହାଓଡ଼ା ସମଲେଶ୍ୱରୀ ଏକ୍ସପ୍ରେସ ନଭେମ୍ବର 7 ରୁ 10 ନଭେମ୍ବର ପର୍ଯ୍ୟନ୍ତ ଏବଂ ଜଗଦଲପୁରରୁ 9 ରୁ 12 ନଭେମ୍ବର ମଧ୍ୟରେ ଉଭୟ ପାର୍ଶ୍ୱରୁ ହାଓ୍ବଡା ଓ ସମ୍ବଲପୁର ମଧ୍ୟରେ ଚଳାଚଳ କରିବ ଏବଂ ସମ୍ବଲପୁର ଓ ଜଗଦଲପୁର ମଧ୍ୟରେ ବାତିଲ ରହିବ ।

12871, 22861/12872 ଏବଂ 22862 ହାଓ୍ବଡା-ଟିଟିଲାଗଡ଼/କଣ୍ଟାବାଞ୍ଜି-ହାଓ୍ବଡା ଇସ୍ପାତ ଏକ୍ସପ୍ରେସ 7ରୁ 11 ତାରିଖ ପର୍ଯ୍ୟନ୍ତ ଏବଂ 8 ରୁ 12 ମଧ୍ୟରେ କଣ୍ଟାବାଞ୍ଜି/ଟିଟିଲାଗଡ ଠାରୁ ଉଭୟ ପାର୍ଶ୍ବରୁ ହାଓ୍ବଡା-ବଲାଙ୍ଗୀର ମଧ୍ୟରେ ଚଳଚଳ କରିବ । ବଲାଙ୍ଗୀର-କଣ୍ଟାବଞ୍ଜି-ଟିଟିଲାଗଡ ମଧ୍ୟରେ ଚଳାଚଳ ବାତିଲ ରହିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.