ETV Bharat / state

ସେସୁ ଗ୍ରାହକ ସାବଧାନ ! ବକେୟା ବିଲ ନଦେଲେ ନୂଆବର୍ଷରୁ କଟିବ ଲାଇନ୍ - ହୁସିଆର ସେସୁ କଷ୍ଟମର

ବାକି ବିଲ ନଦେଲେ ନୂଆବର୍ଷରୁ କଟିବ ଲାଇନ। ଗ୍ରାହକଙ୍କୁ ସେସୁର ଚେତାବନୀ, 15 ଜାନୁୟାରୀ ଡେଡଲାଇନ। ପ୍ରେସମିଟରେ CEO ଅରୁଣ ବୋଥ୍ରାଙ୍କ ସୂଚନା। ଅଧିକ ଖବର ପଢନ୍ତୁ...

sesu-press-meet
ସେସୁ ଗ୍ରାହକ ସାବଧାନ! ବାକି ବିଲ ନଦେଲେ ନୂଆବର୍ଷରୁ କଟିବ ଲାଇନ୍
author img

By

Published : Dec 10, 2019, 8:35 PM IST

Updated : Dec 10, 2019, 9:45 PM IST

ଭୁବନେଶ୍ବର: ହୁସିଆର ସେସୁ କଷ୍ଟମର। ବାକି ରଖିଛନ୍ତି କି ଇଲେକ୍ଟ୍ରିକ ବିଲ । ୧୫ ଜାନୁଆରି ସୁଦ୍ଧା ଏହି ବିଲକୁ ପୈଠ କରିଦିଅନ୍ତୁ । ନଚେତ ଆପଣଙ୍କ ସଂଯୋଗ କାଟିବ ସେସୁ ଡିସକନେକ୍ସନ ସ୍କ୍ବାର୍ଡ। କାରଣ ସେସୁ ଉପରେ ବାକି ପଡିଛି ୧୯୭୧ କୋଟି ଟଙ୍କା।

ସେସୁ ଗ୍ରାହକ ସାବଧାନ! ବାକି ବିଲ ନଦେଲେ ନୂଆବର୍ଷରୁ କଟିବ ଲାଇନ୍

ପ୍ରାୟ ୫୮ ହଜାର ଲୋକଙ୍କ ଉପରେ ୫୦ ହଜାର ଟଙ୍କାରୁ ଅଧିକ ଟଙ୍କାର ବିଲ ବାକି ରହିଛି ଯାହାକି ୬୯୧ କୋଟି ଟଙ୍କା। ୧ ଲକ୍ଷ ୪ ହଜାର ଲୋକଙ୍କ ଉପରେ ଶେଷ ୨ ବର୍ଷ ଧରି କୌଣସି ଟଙ୍କା ଦେଇନାହାନ୍ତି। ଯେଉଁମାନଙ୍କ ଉପରେ ୩୯୪ କୋଟି ଟଙ୍କା ବାକି ରହିଛି। ସେହିପରି ୯୨ ପ୍ରତିଶତ ଘରୋଇ କନେକସନ ୧୦୨୩ କୋଟି ଟଙ୍କା ବାକିଆ ରହିଛି। ସେଥିମଧ୍ୟରୁ ୭.୧ ପ୍ରତିଶତ ଲୋକଙ୍କ କମର୍ସିଆଲ, ଦୋକାନ ଓ ଅଫିସିଆଲ କନେକ୍ସନ ରହିଛି।

କେବଳ ଶିଳ୍ପ ସଂସ୍ଥା ଉପରେ ରହିଛି ୧୦୮ କୋଟି ଟଙ୍କା । ଯାହା କୋର୍ଟରେ ଡିସପୁଟ ନେଇ ପଡିରହିଛି। ଏହି ବକେୟା ବିଲକୁ 1 ମାସ ମଧ୍ୟରେ ଭରିବାକୁ ଡେଡଲାଇନ ଦିଆଯାଇଛି। ଏହାସହ ଅଧିକ ବକେୟା ରହିଥିବା ଲୋକେ ପର୍ଯ୍ୟାୟ କ୍ରମେ ଟଙ୍କା ପୈଠ କରିବେ।

ଏଥିପାଇଁ ଖବରକାଗଜ,ପୋଲିସ ଷ୍ଟେସନ, ପଞ୍ଚାୟତ ଅଫିସ, ୱାର୍ଡ କାର୍ଯ୍ୟାଳୟରେ ସୂଚନା ଦିଆଯିବ। ଧାର୍ଯ୍ୟ ସମୟର ଏକ ମାସ ମଧ୍ୟରେ ଅର୍ଥ ପୈଠ ନକଲେ ୧୬ ଜାନୁଆରୀରୁ ସଂଯୋଗ କାଟିବା ଆରମ୍ଭ କରିବେ ସେସୁ ସ୍କ୍ବାର୍ଡ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:
୧୫ ଜାନୁଆରି ସୁଦ୍ଧା ଦିଅନ୍ତୁ ବାକିଆ ଇଲେକ୍ଟ୍ରି
ବିଲ,ନହେଲେ କଟିପାରେ କନସେକ୍ସନBody:

ହୁସିଆର ସେସୁ କଷ୍ଟମର ।ବାକି ରଖିଛନ୍ତି କି ଇଲେକ୍ଟ୍ରିକ ବିଲ।ଦେଇଦିଅନ୍ତୁ ୧୫ ଜାନୁଆରି ସୁଦ୍ଧା।ନଚେତ ଆପଣଙ୍କ କନକେସ୍ସନ କାଟିବ ସେସୁ ଡିସକନେକ୍ସନ ସ୍କ୍ବାଡ।କାରଣ ସେସୁର ପଡି ରହିଛି ୧୯୭୧କୋଟି ଟଙ୍କା ବାକି ରହିଛି।୫୮ ହଜାର ଲୋକଙ୍କ ଉପରେ ୫୦ ହଜାର ଟଙ୍କାରୁ ଅଧିକ ଟଙ୍କାର ବିଲ ବାକି ରହିଛି ଯାହାକି ୬୯୧ କୋଟି ଟଙ୍କା ବାକିଆ।୧ଲକ୍ଷ୪ ହଜାର ଲୋକଙ୍କ ଉପରେ ଶେଷ ୨ ବର୍ଷ ଧରି କୌଣସି ଟଙ୍କା ଦେଇନାହାନ୍ତି।ଯେଉଁମାନଙ୍କ ଉପରେ ୩୯୪ କୋଟି ଟଙ୍କା।୯୨ ପ୍ରତିଶତ ଘରୋଇ କନକେସନ ୧୦୨୩ କୋଟି ଟଙ୍କା ବାକିଆ ରହିଛି ।୭.୧ ପ୍ରତିଶତ ଲୋକ ଯେଉଁମାନେ କମର୍ସିଆଲ କନକ୍ସେନ ରହିଛି ବା ଦୋକାନ ଅଫିସିଆଲ କନକ୍ସେନରେ ।ତେବେ କେବଳ ଶିଳ୍ପ ସଂସ୍ଥା ଉପରେ ରହିଛି ୧୦୮ କୋଟି ଟଙ୍କା।ଯାହା କୋର୍ଟରେ ଜିସପୁଟ ନେଇ ପଡି ରହିଛି।
ଏକ ମାସ ସମୟ ଦେଇଛନ୍ତି ଲୋକଙ୍କୁ ବାକିଆ ଟଙ୍କା ପଇଠ କରିବାକୁ।ଯଦି ଚାହିଁବେ ଅଧିକ ପରିମାଣର ଟଙ୍କା ରହିଛି ତାହାଲେ ସେମାନେ ଇନଷ୍ଟଲମେଣ୍ଟ ଜରିଆରେ ଟଙ୍କା ପଇଠ କରିପାପିବେ।ଏଥିପାଇଁ ଖବରକାଗଜ ,ପୋଲିସ ଷ୍ଟେସନ ,ପଂଚାୟତ ଅଫିସ,ୱାର୍ଡ କାର୍ଯାଳୟରେ ଏନେଇ ସୁଚନା ଅବଗତ କରାଯିବ।ଧାର୍ଯ ସମୟ ଏକ ମାସ ମଧ୍ଯରେ ପଇଠ ନ କଲେ ୧୬ ଜାନୁଆରିରୁ କନକେସନ କାଟିବା ଆରମ୍ଭ କରିବେ ସେସୁ ସ୍କ୍ବାଡ।
Conclusion:ବାଇଟ-ଅରୁଣ ବୋଥ୍ରା,ସିଇଓ
Last Updated : Dec 10, 2019, 9:45 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.