ETV Bharat / state

ସ୍କୁଲ ମିଶ୍ରଣକୁ ବିରୋଧ କରି ଜିଲ୍ଲାପାଳଙ୍କ ଦ୍ବାରସ୍ତ ଗ୍ରାମବାସୀ - ସ୍କୁଲ ମିଶ୍ରଣକୁ ବିରୋଧ କରି ଜିଲାପାଳଙ୍କ ଦ୍ବାରାସ୍ତ ହେଲେ ଗ୍ରାମବାସୀ

ସ୍କୁଲ ମିଶ୍ରଣକୁ ବିରୋଧ କରି ଜିଲ୍ଲାପାଳଙ୍କ ଦ୍ବାରସ୍ତ ହୋଇଛନ୍ତି ବେଗୁନିଆ ପଞ୍ଚାୟତର ଗୋଲାପାଟଣା ଗ୍ରାମବାସୀ । ଅଧିକ ପଢନ୍ତୁ...

school merge oppose by villagers and letter to collector in khurdha
ସ୍କୁଲ ମିଶ୍ରଣକୁ ବିରୋଧ କରି ଜିଲ୍ଲାପାଳଙ୍କ ଦ୍ବାରସ୍ତ ହେଲେ ଗ୍ରାମବାସୀ
author img

By

Published : Mar 19, 2021, 1:54 PM IST

ଖୋର୍ଦ୍ଧା: ସ୍କୁଲ ମିଶ୍ରଣକୁ ବିରୋଧ କରି ଜିଲାପାଳଙ୍କ ଦ୍ବାରସ୍ତ ହେଲେ ଗ୍ରାମବାସୀ । ସ୍କୁଲ ମିଶ୍ରଣକୁ ବିରୋଧ କରି ଜିଲ୍ଲାପାଳଙ୍କ ଦ୍ବାରସ୍ତ ହୋଇଛନ୍ତି ବେଗୁନିଆ ପଞ୍ଚାୟତର ଗୋଲାପାଟଣା ଗ୍ରାମବାସୀ ।

ସ୍କୁଲ ମିଶ୍ରଣକୁ ବିରୋଧ କରି ଜିଲ୍ଲାପାଳଙ୍କ ଦ୍ବାରସ୍ତ ହେଲେ ଗ୍ରାମବାସୀ

ସୂଚନା ଅନୁଯାୟୀ ଗୋଲାପାଟଣା ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ କରି ନିକଟସ୍ଥ ଭୁଇଁପୁର ଗ୍ରାମର ସ୍କୁଲରେ ମିଶ୍ରଣ କରିଛନ୍ତି ସରକାର । କିନ୍ତୁ ଗୋଲାପାଟଣା ସ୍କୁଲରେ 40 ଜଣ ଛାତ୍ରଛାତ୍ରୀ ଥିବା ବେଳେ ଏହାର ମିଶ୍ରଣକୁ ବିରୋଧ କରିଛନ୍ତି ଗ୍ରାମବାସୀ । ସେହିପରି ମିଶ୍ରଣ ହୋଇଥିବା ସ୍କୁଲ ଉକ୍ତ ଗ୍ରାମଠାରୁ ପ୍ରାୟ ଏକ କିମି ଦୂର ହୋଇଥିବା ବେଳେ କୁନିକୁନି ପିଲା ମାନେ ଏତେ ଦୂର ଯାଇପାରିବେ ନାହିଁ ବୋଲି କହିଛନ୍ତି ଅଭିଭାବକ । ବନ୍ଦ ସ୍କୁଲକୁ ପୁନଃ ଖୋଲିବା ସମ୍ପର୍କରେ ଗ୍ରାମବାସୀ ଓ ଅଭିଭାବକ ମାନେ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.