ETV Bharat / state

ଓଡ଼ିଶାକୁ ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ଦାବି, ପଦଯାତ୍ରା କରି ବୋଲଗଡରେ ପହଞ୍ଚିଲେ ସତ୍ୟବ୍ରତ

author img

By

Published : Nov 20, 2020, 9:44 AM IST

ଓଡିଶାକୁ ସ୍ବତନ୍ତ୍ର ରାଜ୍ୟପାହ୍ୟା ଦାବି କରି 2019 ମସିହା ଜୁଲାଇ 10 ତାରିଖରୁ ପଦଯାତ୍ରା ଆରମ୍ଭ କରିଥିବା ସତ୍ୟବ୍ରତ ଖୋର୍ଦ୍ଧାର ବୋଲଗଡରେ ପହଞ୍ଚିଛନ୍ତି । ଅଧିକ ପଢନ୍ତୁ...

ଓଡ଼ିଶାକୁ ସ୍ଵତନ୍ତ୍ର ରାଜ୍ୟ ପ୍ୟାହ୍ୟା ଦାବିରେ ସତ୍ୟବ୍ରତଙ୍କ ପଦଯାତ୍ରା ବୋଲଗଡ଼ରେ ପହଞ୍ଚିଛି

ଖୋର୍ଦ୍ଧା: ଓଡିଶାକୁ ସ୍ବତନ୍ତ୍ର ରାଜ୍ୟପାହ୍ୟା ଦାବି କରି 2019 ମସିହା ଜୁଲାଇ 10 ତାରିଖରୁ ପଦଯାତ୍ରା ଆରମ୍ଭ କରିଥିବା ଓଡିଶା ଜନ ସଚେତନତା ମଞ୍ଚର ଆବାହକ ସତ୍ୟବ୍ରତ ଦାସ ଗୁରୁବାର ଖୋର୍ଦ୍ଧା ଜିଲ୍ଲାର ବୋଲଗଡ ବ୍ଲକରେ ପହଞ୍ଚିଛନ୍ତି । ସତ୍ୟବ୍ରତଙ୍କ ଘର ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅଞ୍ଚଳରେ । ସେ ତାଙ୍କର ପଦଯାତ୍ରା ଯାଜପୁର ଜିଲ୍ଲା ବଡଚଣା ବ୍ଲକରୁ ଆରମ୍ଭ କରିଥିବା ପ୍ରକାଶ କରିଛନ୍ତି ।

ତେବେ ଆଜି ସୁଦ୍ଧା ସତ୍ୟବ୍ରତ 499 ଦିନ ପାଦରେ ଚାଲି ଚାଲି 276 ବ୍କକରେ ପହଞ୍ଚି ପାରିଛନ୍ତି । ସେ ବୋଲଗଡରେ ପହଞ୍ଚି ପ୍ରଥମେ ବୋଲଗଡ ବଜାରରେ ଥିବା ଗୋପବନ୍ଧୁ ମଣ୍ଡପ ଠାରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାମାଲ୍ୟାର୍ପଣ କରିଥିଲେ । ପରେ ତାଙ୍କୁ ସମାଜସେବୀ ଓ ଜନ ପ୍ରତିନିଧିମାନେ ଉପସ୍ଥିତ ରହି ସ୍ବାଗତ ଜଣାଇଥିଲେ । ଶେଷରେ ସତ୍ୟବ୍ରତ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ବୋଲଗଡ ବିଡିଓ ଧୋବେଇ ନାୟକଙ୍କୁ ଭେଟିଛନ୍ତି ଏବଂ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଓଡିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ନେଇ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ତେବେ ଆସନ୍ତାକାଲି ସେ ବେଗୁନିଆ ବ୍ଲକ ଯିବେ ବୋଲି ଜଣାପଡିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.