ETV Bharat / state

ଗୀତ ଗାଇ ସ୍ବଚ୍ଛ ଭାରତ ନେଇ ସଚେତନ କରୁଛନ୍ତି ସରପଞ୍ଚ

author img

By

Published : Jun 24, 2020, 7:45 PM IST

Updated : Jun 24, 2020, 8:35 PM IST

ଗୀତ ମାଧ୍ୟମରେ ସମସ୍ତଙ୍କୁ ସ୍ବଚ୍ଛ ଭାରତ ନେଇ ସଚେତନ କରୁଛନ୍ତି ସରପଞ୍ଚ । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ସିମୋର ପଞ୍ଚାୟତ ମହିଳା ସରପଞ୍ଚ ସରୋଜିନୀ ଖୁଣ୍ଟିଆ ଏକ ଭିଡିଓ ମାଧ୍ୟମରେ ଗୀତ ଗାଇ ଲୋକଙ୍କୁ ସ୍ବଚ୍ଛ ଭାରତର ବାର୍ତ୍ତା ଦେଉଥିବା ଦେଖାଯାଇଛି ।

Sarpanch warns Swachh Bharat
ଗୀତ ଗାଇ ସ୍ବଚ୍ଛ ଭାରତ ସଚେତନତା କରୁଛନ୍ତି ସରପଞ୍ଚ

ଖୋର୍ଦ୍ଧା: ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ବଚ୍ଛ ଭାରତ ଅଭିଯାନକୁ ସଫଳ କରିବାକୁ ସରପଞ୍ଚଙ୍କ ନିଆରା ପ୍ରୟାସ । ଗୀତ ମାଧ୍ୟମରେ ସମସ୍ତଙ୍କୁ ସ୍ବଚ୍ଛ ଭାରତ ନେଇ ସଚେତନ କରୁଛନ୍ତି ସରପଞ୍ଚ । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ସିମୋର ପଞ୍ଚାୟତ ମହିଳା ସରପଞ୍ଚ ସରୋଜିନୀ ଖୁଣ୍ଟିଆ ଏକ ଭିଡିଓ ମାଧ୍ୟମରେ ଗୀତ ଗାଇ ଲୋକଙ୍କୁ ସ୍ବଚ୍ଛ ଭାରତର ବାର୍ତ୍ତା ଦେଉଥିବା ଦେଖାଯାଇଛି ।

ସରୋଜିନୀ ଗୀତ ମାଧ୍ୟମରେ ପଞ୍ଚାୟତ, ବ୍ଲକ ଓ ଜିଲ୍ଲାର ସମସ୍ତଙ୍କୁ ସ୍ବଚ୍ଛ ଭାରତ ସଚେତନତା ବାର୍ତ୍ତା ପ୍ରଦାନ କରିବା ସହିତ ଘରେ ଘରେ ଶୌଚାଳୟ ନିର୍ମାଣ କରି ନିଜର ସମାଜ ପରିବେଶ ଓ ସ୍ବାସ୍ଥ୍ୟ ସୁରକ୍ଷା କରିପାରିବେ ବୋଲି କହିଛନ୍ତି । ଏହି ବାର୍ତ୍ତା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : Jun 24, 2020, 8:35 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.