ETV Bharat / state

ଟିଏମସି ସେଣ୍ଟରରେ ପ୍ରବାସୀଙ୍କୁ ରାଖି ବାନ୍ଧି ଚର୍ଚ୍ଚାରେ ସରପଞ୍ଚ - ସରପଞ୍ଚ

ବେଗୁନିଆ ବ୍ଳକର ସିମର ସରପଞ୍ଚ ସରୋଜିନୀ ଖୁଣ୍ଟିଆ ସୋମବାର ପୁଣିଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ରାକ୍ଷୀ ପୂର୍ଣ୍ଣମି ଅବସରରେ ସେ ଟିଏମସି ସେଣ୍ଟରରେ ରହୁଥିବା ପ୍ରବାସୀଙ୍କ ହାତରେ ରାଖୀ ବାନ୍ଧିଛନ୍ତି ।

ଟିଏମସି ସେଣ୍ଟରରେ ପ୍ରବାସୀଙ୍କୁ ରାଖି ବାନ୍ଧି ଚର୍ଚ୍ଚାରେ ସରପଞ୍ଚ

author img

By

Published : Aug 3, 2020, 8:17 PM IST

ଖୋର୍ଦ୍ଧା: କେତେବେଳେ ପଞ୍ଚାୟତରେ ଥିବା ଟିଏମସି ସେଣ୍ଟରକୁ ନିଜେ ସାନିଟାଇଜ କରି ତ ଆଉ କେତେବଳେ ଗୀତଗାଇ ଲୋକଙ୍କୁ ସଚେତନ କରି ଚର୍ଚ୍ଚାର ବିଷୟ ପାଲଟିଛନ୍ତି ସରପଞ୍ଚ । ବେଗୁନିଆ ବ୍ଳକର ସିମର ସରପଞ୍ଚ ସରୋଜିନୀ ଖୁଣ୍ଟିଆ ସୋମବାର ପୁଣିଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ରାକ୍ଷୀ ପୂର୍ଣ୍ଣମି ଅବସରରେ ସେ ଟିଏମସି ସେଣ୍ଟରରେ ରହୁଥିବା ପ୍ରବାସୀଙ୍କ ହାତରେ ରାକ୍ଷୀ ବାନ୍ଧିଛନ୍ତି ।

ଟିଏମସି ସେଣ୍ଟରରେ ପ୍ରବାସୀଙ୍କୁ ରାଖି ବାନ୍ଧି ଚର୍ଚ୍ଚାରେ ସରପଞ୍ଚ

ସିମର ପଞ୍ଚାୟତରେ ବର୍ତମାନ 28ଜଣ ପ୍ରବାସୀ ରହୁଛନ୍ତି । କୋରୋନା ପାଇଁ ସେମାନେ ନିଜ ଭଉଣୀ ହାତରୁ ରାକ୍ଷୀ ବାନ୍ଧି ନାହାନ୍ତି । ଏହାକୁ ଦୃଷ୍ଟିରେ ରଖି ସରପଞ୍ଚ ନିଜେ ଟିଏମସି ସେଣ୍ଟରରେ ପ୍ରବାସୀଙ୍କ ହାତରେ ରାକ୍ଷୀ ବାନ୍ଧି ମିଠା ଖୁଆଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.