ETV Bharat / state

ଲକଡାଉନରେ ସ୍କୁଲ ତାଲା ଭାଙ୍ଗି ଲୁଟ - robbers loot computer-from-govt school

ସବୁଆଡେ ଲକଡାଉନ ଜାରି ହୋଇଥିବାବେଳେ ଲୁଟେରାମାନେ ସୁଯୋଗ ଉଣ୍ଡି କରୁଛନ୍ତି ଲୁଟ୍ । ଲୁଟେରାମାନେ ବିଦ୍ୟାଳୟ ତାଲାକାଟି ଓ ବିଦ୍ୟାଳୟ ପାଚେରୀ ଭାଙ୍ଗି କରୁଛନ୍ତି ଲୁଟ । ଅଧିକ ପଢନ୍ତୁ...

robbers loot computer-from-govt school in-khordha
ଲକଡାଉନରେ ସ୍କୁଲ ତାଲା ଭାଙ୍ଗି ଲୁଟ
author img

By

Published : May 16, 2021, 6:02 PM IST

ଖୋର୍ଦ୍ଧା: କୋରୋନା ମହାମାରୀ ସମୟରେ ସବୁଆଡେ ଲକଡାଉନ ଓ ସଟଡାଉନ ଜାରି ହୋଇଥିବାବେଳେ ଲୁଟେରାମାନେ ସୁଯୋଗ ଉଣ୍ଡି ବସୁଛନ୍ତି । ଲୁଟେରାମାନେ ବିଦ୍ୟାଳୟ ତାଲାକାଟି ଓ ବିଦ୍ୟାଳୟ ପାଚେରୀ ଭାଙ୍ଗି କରୁଛନ୍ତି ଲୁଟ । ବିଦ୍ୟାଳୟରେ ଥିବା ଜେନେରେଟର ଓ କମ୍ପ୍ୟୁଟରକୁ ଚୋରାଉ ନେଉଛନ୍ତି ।

ଲକଡାଉନରେ ସ୍କୁଲ ତାଲା ଭାଙ୍ଗି ଲୁଟ

ଗତକାଲି ବିଳମ୍ବିତ ରାତିରେ କ୍ଷେତ୍ରବାସୀ ସରକାରୀ ବିଦ୍ୟାଳୟର ଗ୍ରୀଲ ଚାବି କାଟି ପଥର ପାଚେରୀ ଭାଙ୍ଗି ଜେନେରେଟର ଓ କମ୍ପ୍ୟୁଟର ଲୁଟ କରୁଛନ୍ତି । ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଥାନାରେ ଲିଖିତ ଅଭିଯୋଗ ।

ଅଭିଯୋଗ ପରେ ନିରାକାରପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି କରିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.