ETV Bharat / state

ବରଯାତ୍ରୀ ବସ ଦୁର୍ଘଟଣାଗ୍ରସ୍ତ, 7 ଗୁରୁତର

road accident in khurda
ବରଯାତ୍ରୀ ବସ ଦୁର୍ଘଟଣାଗ୍ରସ୍ତ
author img

By

Published : Jan 16, 2020, 4:20 PM IST

Updated : Jan 16, 2020, 8:07 PM IST

16:12 January 16

ବରଯାତ୍ରୀ ବସ ଦୁର୍ଘଟଣାଗ୍ରସ୍ତ

ଖୋର୍ଦ୍ଧା: ଖୋର୍ଦ୍ଧା-ବଲାଙ୍ଗୀର 57 ନମ୍ବର ଜାତୀୟ ରାଜପଥରେ ବସ ଦୁର୍ଘଟଣା । ବୋଲଗଡ ଥାନା ଭିମପଡା ଛକରେ ବରଯାତ୍ରୀ ବସ ସହ ଚାଉଳ ବୋଝେଇ ଟ୍ରକର ମୁହାଁମୁହିଁ ଧକ୍କା । 

ବସରେ ଥିବା ବରଯାତ୍ରୀଙ୍କ ମଧ୍ୟରୁ 7 ଜଣ ଗୁରୁତର ଥିବା ବେଳେ 10ରୁ ଅଧିକ ସାମାନ୍ୟ ଆହତ ହୋଇଛନ୍ତି । ଆହତଙ୍କୁ ବୋଲଗଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସେହିପରି ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରିଥିବା ବେଳେ ଖବର ପାଇ ବୋଲଗଡ ଅଗ୍ନିଶମ ବିଭାଗ ଓ ବୋଲଗଡ ଥାନା ପୋଲିସ ସେଠାରେ ପହଞ୍ଚିଥିଲେ । 

ବସଟି ବରଯାତ୍ରୀ ନେଇ ନୟାଗଡରୁ କଟକ ଯାଉଥିବା ବେଳେ ଚାଉଳ ବୋଝେଇ ଟ୍ରକଟି ଭୁବନେଶ୍ବରରୁ ନୟାଗଡ ଯାଉଥିଲା । ବସରେ ପାଖାପାଖି 50ରୁ ଉର୍ଦ୍ଧ୍ବ ଯାତ୍ରୀ ଥିଲେ ।

 ଖୋର୍ଦ୍ଧାରୁ ଗୋବିନ୍ଦଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ, ଇଟିଭି ଭାରତ 

Intro:ବସ ଟ୍ରକ ମୁଁହାମୁହିଁ ଧକ୍କା

Body:ଖୋର୍ଦ୍ଧା ବଲାଙ୍ଗିର 57 ନମ୍ୱର ଜାତୀୟ ରାଜପଥ ବୋଲଗଡ଼ ଥାନା ଭିମପଡା ଛକରେ ବରଯାତ୍ରୀ ବସ ଚାଉଳ ବୋଝେଇ ଟ୍ରକ ମୁହାମୁହି ଧକ୍କା । ବସ୍‌ରେ ଥିବା ବରଯାତ୍ରୀଙ୍କ ମଧ୍ୟରୁ ସାତଜଣ ଗୁରୁତର ହୋଇଥିବା ବେଳେ ଦସରୁ ଅଧିକ ସାମାନ୍ୟ ଆହତ ହୋଇଛନ୍ତି । ସେମାନଙ୍କୁ ବୋଲଗଡ଼ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସେହିପରି ଘଟଣା ସ୍ଥଳରେ ସ୍ଥାନୀୟ ଲୋକେ ଉଦ୍ଧାର କରିଥିବା ବେଳେ ଖବର ପାଇଁ ବୋଲଗଡ ଅଗ୍ନିଶମ ବିଭାଗ ଓ ବୋଲଗଡ଼ ଥାନା ପୋଲିସ ପହଞ୍ଚି ଉଦ୍ଧାର କରିଥିଲା ।  ବସ୍‌ଟି ବରଯାତ୍ରୀ ନେଇଁ ନୟାଗଡ଼ରୁ କଟକ ଯାଉଥିବା ବେଳେ ଚାଉଳ ବୋଝେଇ ଟ୍ରକଟି ଚାଉଳ ନେଇଁ ଭୁବନେଶ୍ୱରରୁ ନୟାଗଡ ଯାଉଥିଲା । ବସରେ ପାଖାପାଖି50ରୁ ଉର୍ଦ୍ଧ୍ବ ଯାତ୍ରୀ ଯାତ୍ରା କରୁଥିଲେ ।

Conclusion:ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ
Last Updated : Jan 16, 2020, 8:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.