ETV Bharat / state

ଟ୍ରକ-ବୋଲେରୋ ଧକ୍କା, 2 ମୃତ

ଖୋର୍ଦ୍ଧା ଜିଲ୍ଲା 6ନଂ ଜାତୀୟ ରାଜପଥରେ ଦୁର୍ଘଟଣା । ନିୟନ୍ତ୍ରଣ ହରାଇ ଟ୍ରକ ପଛରେ ଧକ୍କା ହେଲା ବୋଲେରୋ । 2 ଯୁବକ ମୃତ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା
author img

By

Published : Jun 6, 2019, 11:58 AM IST

ଖୋର୍ଦ୍ଧା: ବୁଧବାର ବିଳମ୍ବିତ ରାତିରେ 16ନଂ ଜାତୀୟ ରାଜପଥର ସୁନାଖଳା ଠାରେ ସଡକ ଦୁର୍ଘଟଣା ଘଟିଛି । ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ପରିଚୟ ମିଳିପାରିନଥିବାବେଳେ ସେମାନେ ବିଷମ କଟକରୁ ଭୁବନେଶ୍ବର ଅଭିମୁଖେ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ସୂଚନାନୂଯାୟୀ, ସୁନାଖଳା ଛକରେ ଏକ ଟ୍ରକ ଠିଆ ହୋଇଥିବାବେଳେ ବିଷମ କଟକରୁ ଭୁବନେଶ୍ୱର ଯାଉଥିବା ଏକ ବୋଲେରୋ ଟ୍ରକର ପଛପଟେ ଆସି ପିଟି ହୋଇଥିଲା । ଫଳରେ ବୋଲେରୋରେ ଥିବା ଦୁଇ ଯୁବକ ଗୁରୁତର ହୋଇଥିଲେ । ଖବରପାଇ ନାଚୁଣି ପୋଲିସ ପହଞ୍ଚି ଘଟଣାସ୍ଥଳରୁ ଗୁରୁତରମାନଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲା ।

ତେବେ ସେଠାରେ 2 ଯୁବକଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । କିନ୍ତୁ ଏପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳପାରିନଥିବାବେଳେ ତଦନ୍ତ ଜାରି ରଖିଛି ପୋଲିସ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Slug - ସଡକ ଦୁର୍ଘଟଣାରେ2 ମୃତ

Format - AVO

Place- khurda,6.6.19

Visual - WhatsApp

ଆଙ୍କର : ଗତକାଲି ବିଳମ୍ବିତ ରାତିରେ 16ନଂ ଜାତୀୟ ରାଜପଥର ଖୋର୍ଦ୍ଧା ଜିଲ୍ଲା ସୁନାଖଳା ଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ।  ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ସୁନାଖଳା ଛକରେ ଏକ ଟ୍ରକ ଠିଆହୋଇଥିବା ବେଳେ ବିଷମ କଟକରୁ ଭୁବନେଶ୍ୱର ଯାଉଥିବା ଏକ ବୋଲେରୋ ଗାଡି ରାସ୍ତାରେ ଠିଆ ହୋଇଥିବା ଏକ ଟ୍ରକକୁ ପଛପଟୁ ଧକା ଦେଇଥିଲା । ଖବର ପାଇ ଘଟଣାସ୍ଥଳରେ ନାଚୁଣି ପୋଲିସ ପହଂଚି ଗୁରୁତର ମାନଙ୍କୁ ଭୁବନେଶ୍ୱର ମେଡିକାଲକୁ ପଠାଇଥିଲା । ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା , ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.