ETV Bharat / state

ବେଗୁନିଆରେ ଏଥର ପଦ୍ମ ଫୁଟିବ : ରିଷଭ ନନ୍ଦ - khurdha,

ବିଜେପି ପକ୍ଷରୁ ପ୍ରାର୍ଥୀ ଘୋଷଣା। ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦଙ୍କ ପୁଅ ରିଷଭ ନନ୍ଦ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି। ବେଗୁନିଆ-ବୋଲଗଡ଼ରେ ଏଥର ବିଜେପି ବାଜିମାତ କରିବ ଓ ଏହି ଅଞ୍ଚଳ ହସିବ ବୋଲି କହିଛନ୍ତି ରିଷଭ।

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା
author img

By

Published : Mar 28, 2019, 11:36 AM IST

ଖୋର୍ଦ୍ଧା : ବେଗୁନିଆ-ବୋଲଗଡ଼ ନିର୍ବାଚନ ମଣ୍ଡଳୀ ପାଇଁ ବିଜେପି ପ୍ରଥମେ ପ୍ରାର୍ଥୀ ଘୋଷଣା କରିଛି। ତେବେ ଏଠାରେ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦଙ୍କ ପୁଅ ରିଷଭ ନନ୍ଦ। ବିଜେପିରୁ ତାଙ୍କୁ ପ୍ରାର୍ଥୀ ଭାବେ ବେଗୁନିଆରୁ ଘୋଷଣା ହେବା ପରେ ସେ ଇଟିଭିକୁ ଦେଇଥିବା ପ୍ରତିକ୍ରିୟାରେ କହିଛନ୍ତି ବିଜେପି ଏକ ଶୃଙ୍ଖଳିତ ଦଳ ଏବଂ ଏହି ଦଳର ଅନୁଶାସନରେ ମୁଁ କାମ କରିବି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ସେହିପରି ଦଳ ତାଙ୍କୁ କଣ ପାଇଁ ପ୍ରାର୍ଥୀ କଲା ତାହାର ଉତ୍ତରରେ ସେ କହିଥିଲେ ସ୍ଥାନୀୟ ଅଞ୍ଚଳରେ ମୋ ଲୋକପ୍ରିୟତା ଓ କାମକୁ ଦେଖି ଦଳ ମତେ ପ୍ରାର୍ଥୀ କରିଛି। ସ୍ୱାସ୍ଥ୍ୟ ସେବା , ପାନୀୟ ଜଳର ଅସୁବିଧା, ଚାଷ ପାଇଁ ଜଳସେଚନ,ବେକାରୀ ସମସ୍ୟାକୁ ମୁଦ୍ଦା କରି ଲୋକଙ୍କ ନିକଟରେ ଉପସ୍ଥାପନ କରିବି । ଦୃଢତାର ସହ କହିଥିଲେ ବେଗୁନିଆ-ବୋଲଗଡ଼ରେ ଏଥର ବିଜେପି ବାଜିମାତ କରିବ ଓ ଏହି ଅଞ୍ଚଳ ହସିବ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:Body:

Bhubaneswar: The BJD on Wednesday fielded Odia film star and its Rajya Sabha MP Anubhav Mohanty against BJP national vice-president and spokesperson and four-time MP Baijayant Panda in Kendrapara Lok Sabha seat, party sources said.

Panda had quit BJD last year following differences of opinion with Chief Minister and BJD chief Naveen Patnaik and had joined the saffron party earlier this month.

Mohanty is among the nine nominees announced by the BJD, which denied rickets to six of its sitting MPs, the sources said.

The sitting BJD MPs who have been denied tickets are Prasanna Patsani (Bhubaneswar), Nagendra Pradhan (Sambalpur), Kulamani Samal (Jagatsinghpur), Ramchandra Hansda (Mayurbhanj), Arjun Sethi (Bhadrak) and Rita Tarai (Jajpur)

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.