ETV Bharat / state

ବାଘ ପାଦ ଚିହ୍ନ ମିଳିବା ସ୍ଥାନରେ ବନ ବିଭାଗର ସ୍ବତନ୍ତ୍ର ଟିମ - ନାଗାପଲ୍ଲୀ ସଂରକ୍ଷିତ ଜଙ୍ଗଲ

କଲରାପତରିଆ ବାଘର ପାଦ ଚିହ୍ନ ମିଳିବାପରେ ଘଟଣାସ୍ଥଳରେ ବନ ବିଭାଗର ଏକ ସ୍ବତନ୍ତ୍ର ଟିମ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ବାଘର ଗତିବିଧି ଉପରେ ଜଙ୍ଗଲ ବିଭାଗ ନଜର ରଖିଛି ।

ଫଟୋ ସୌଜନ୍ୟ : ପ୍ରତିନିଧି,ଖୋର୍ଦ୍ଧା
author img

By

Published : Oct 19, 2019, 11:18 PM IST

ଖୋର୍ଦ୍ଧା: ଶୁକ୍ରବାର ବୋଲଗଡ଼ ବନ ବିଭାଗ ଅନ୍ତର୍ଗତ ନାଗାପଲ୍ଲୀ ସଂରକ୍ଷିତ ଜଙ୍ଗଲରୁ ବାଘର ପାଦଚିହ୍ନ ମିଳିଥିଲା । ଏହା ପରେ ବନ ବିଭାଗର ଏକ ସ୍ବତନ୍ତ୍ର ଟିମ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି ।

ଭିଡିଓ ସୌଜନ୍ୟ : ପ୍ରତିନିଧି, ଖୋର୍ଦ୍ଧା

ଖୋର୍ଦ୍ଧା ରେଞ୍ଜେର ଉତ୍ତମ ଗଡ଼ନାୟକଙ୍କ ନେତୃତ୍ବରେ ବାଘ ପାଦ ଚିହ୍ନ ପଡିଥିବା ସ୍ଥାନ ଯାଞ୍ଚ କରାଯିବା ସହ ମୁଣ୍ଡିଆପଡା ନାଗାପଲ୍ଳୀ ସଂରକ୍ଷିତ ଜଙ୍ଗଲ ପରିଦର୍ଶନ କରି ଫେରିଯାଇଛନ୍ତି । ଏହା କଲରାପତରିଆ ବାଘର ପାଦ ଚିହ୍ନ ଓ ଏହା ଉପରେ ଗତିବିଧି ରହିଛି ବୋଲି ବନାଞ୍ଚଳ ଅଧିକାରୀ କହିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:ବାଘର ପାଦ ଚିହ୍ନ ମିଳିବାପରେ ଘଟଣାସ୍ଥଳରେ ବନବିଭାଗର ଟିମ

Body:ଖୋର୍ଦ୍ଧା : ଗତକାଲି ବୋଲଗଡ଼ ବନ ବିଭାଗ ନାଗାପଲ୍ଲୀ ସଂରକ୍ଷିତ ଜଙ୍ଗଲରୁ ବାଘର ପଦଚିହ୍ନ ପାଇବା ପରେ ଆଜି ବନ ବିଭାଗର ଏକ ସ୍ୱତନ୍ତ୍ର ଟିମ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି ।
ଖୋର୍ଦ୍ଧା ରେଞ୍ଜେର ଉତ୍ତମ ଗଡ଼ନାୟକଙ୍କ ନେତୃତ୍ୱରେ ବାଘ ବାଘ ପାଦ ଚିହ୍ନ ପଡିଥିବା ସ୍ଥାନ ସହ ମୁଣ୍ଡିଆପଡା ନାଗାପଲ୍ଳୀ ସଂରକ୍ଷିତ ଜଂଗଲ ପରିଦର୍ଶନ କରି ଫେରିଯାଇଛନ୍ତି ।

Conclusion:ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.