ETV Bharat / state

ବୀଣାପାଣି ମହୋତ୍ସବ ୨୦୨୦ ପାଇଁ ସାମ୍ବାଦିକ ସମ୍ମିଳନୀ - press meet for binapani mahostav

ଖୋର୍ଦ୍ଧା ଜିଲ୍ଲା ବେଗୁନିଆରେ ବୀଣାପାଣି ମହୋତ୍ସବ ପାଇଁ ମହୋତ୍ସବ କମିଟି ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଜାନୁୟାରୀ ୨୮ତାରିଖ ଅପରାହ୍ନରେ ବୀଣାପାଣି ପାଠାଗାର ପରିସରରେ ଡକାଯାଇଥିଲା ।

ବୀଣାପାଣି ମହୋତ୍ସବ
ବୀଣାପାଣି ମହୋତ୍ସବ ୨୦୨୦ ପାଇଁ ସାମ୍ବାଦିକ ସମ୍ମିଳନୀ
author img

By

Published : Jan 29, 2020, 6:19 AM IST

ଖୋର୍ଦ୍ଧା: ଜିଲ୍ଲା ବେଗୁନିଆରେ ବୀଣାପାଣି ମହୋତ୍ସବ ପାଇଁ ମହୋତ୍ସବ କମିଟି ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଜାନୁୟାରୀ ୨୮ ତାରିଖ ଅପରାହ୍ନରେ ବୀଣାପାଣି ପାଠାଗାର ପରିସରରେ ଡକାଯାଇଥିଲା । ସମାଜ ସଂସ୍କାରକ ଉଦ୍ୟମରେ ୧୯୩୬ ମସିହାରେ ବୀଣାପାଣି ପାଠାଗାରର ସୃଷ୍ଟି ହୋଇଥିଲା ।

ବୀଣାପାଣି ମହୋତ୍ସବ ୨୦୨୦ ପାଇଁ ସାମ୍ବାଦିକ ସମ୍ମିଳନୀ

ଏହି ବର୍ଷ ୮୪ ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଜାନୁଆରୀ ୩୦ ରୁ ଫେବୃୟାରୀ ୧ ତାରିଖ ପର୍ଯ୍ୟନ୍ତ ବୀଣାପାଣି ମହୋତ୍ସବ ଅନୁଷ୍ଠିତ ହେବ ବୋଲି କମିଟିର ସଭାପତି ପ୍ରଭାତ କୁମାର ପ୍ରହରାଜ ଓ ସଂପାଦକ ଶିବମୁନୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସଭାପତିଙ୍କ ସୁଚନା ଅନୁଯାୟୀ ସରସ୍ଵତୀ ପୂଜା ସକାଳୁ ନାମ ସଂଙ୍କୀର୍ତ୍ତନ ସହ ଦଧିବାମନ ଦେବଙ୍କ ମନ୍ଦିରରୁ ଜ୍ୟୋତି ବାହାରି ବୀଣାପାଣି ପାଠାଗାର ପରିସରରେ ସ୍ଥାପନ କରାଯିବ । ତାପରେ ବୀଣାପାଣି ମହୋତ୍ସବର ଶୁଭ ଉଦଘାଟନ କରାଯିବ । ତିନିଦିନ ବ୍ୟାପୀ ଏହି ମହୋତ୍ସବରେ ଆଞ୍ଚଳିକ ଲୋକ ନୃତ୍ୟ ସହ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ କରି ବିଭିନ୍ନ ଦୋକାନ ବଜାର ସହ ବିଭିନ୍ନ ଖାଦ୍ୟର ଦର୍ଶକମାନେ ମଜାନେବେ ବୋଲି ପ୍ରକାଶ କରାଯାଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ

Intro:ବୀଣାପାଣି ମହୋତ୍ସବ ୨୦୨୦ ପାଇଁ ସାମ୍ବାଦିକ ସମ୍ମିଳନୀ

Body:ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ରେ ବୀଣାପାଣି ମହୋତ୍ସବ ପାଇଁ ମହୋତ୍ସବ କମିଟି ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଜାନୁୟାରୀ ୨୮ତାରିଖ ଅପରାହ୍ନରେ ବୀଣାପାଣି ପାଠାଗାର ପରିସରରେ ଡକାଯାଇଥିଲା । ସମାଜ ସଂସ୍କାରକ ଉଦ୍ୟମ ରେ ୧୯୩୬ ମସିହା ରେ ବୀଣାପାଣି ପାଠାଗାର ର ସୃଷ୍ଟି ହୋଇଥିଲା ଏହି ବର୍ଷ ୮୪ ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଜାନୁଆରୀ ୩୦ ରୁ ଫେବୃୟାରୀ ୧ ତାରିଖ ପର୍ଯ୍ୟନ୍ତ ବୀଣାପାଣି ମହୋତ୍ସବ ଅନୁଷ୍ଠିତ ହେବ ବୋଲି କମିଟିର ସଭାପତି ପ୍ରଭାତ କୁମାର ପ୍ରହରାଜ ଓ ସଂପାଦକ ଶିବମୁନୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସଭାପତି ଙ୍କ ସୁଚନା ଅନୁଯାୟୀ ସରସ୍ଵତୀ ପୂଜା ସକାଳୁ ନାମ ସଂଙ୍କୀର୍ତ୍ତନ ସହ ଦଧିବାମନ ଦେବଙ୍କ ମନ୍ଦିର ରୁ ଜ୍ୟୋତି ବାହାରି ବୀଣାପାଣି ପାଠାଗାର ପରିସରରେ ସ୍ଥାପନ କରାଯିବ ତାପରେ ବୀଣାପାଣି ମହୋତ୍ସବ ର ଶୁଭ ଉଦ୍‌ଘାଟନ କରାଯିବ । ତିନିଦିନ ବ୍ୟାପୀ ଏହି ମହୋତ୍ସବରେ ଆଂଚଳିକ ଲୋକ ନୃତ୍ୟ ସହ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ କରି ବିଭିନ୍ନ ଦୋକାନ ବଜାର ସହ ଚଟାପଟ ଖାଦ୍ୟର ଦର୍ଶକମାନେ ମଜାନେବେ ବୋଲି ପ୍ରକାଶ କରାଯାଇଅଛି ।Conclusion:ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.