ETV Bharat / state

ସହିଦ ସ୍ମୃତି ସ୍ଥମ୍ଭର ଭିତ୍ତିପ୍ରସ୍ତର ପାଇଁ ଖୋର୍ଦ୍ଧା ଆସିବେ ରାଷ୍ଟ୍ରପତି କୋବିନ୍ଦ - ଖୋର୍ଦ୍ଧା ଆସିବେ ରାଷ୍ଟ୍ରପତି କୋବିନ୍ଦ

ପାଇକ ମାନଙ୍କ ବିରତ୍ବର ଗାଥା ବହନ କରୁଥିବା ବରୁଣେଇ ପାହାଡ ପାଦ ଦେଶରେ ସହିଦ ସ୍ମୃତି ସ୍ଥମ୍ଭର ଭିତ୍ତିପ୍ରସ୍ତର ପକାଇବା ପାଇଁ ଆସନ୍ତା 8ତାରିଖରେ ଖୋର୍ଦ୍ଧାକୁ ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ।

president
president
author img

By

Published : Dec 4, 2019, 7:35 AM IST

ଖୋର୍ଦ୍ଧା: ବୀର ପାଇକ ମାଟି ଖୋର୍ଦ୍ଧାଗଡର ଐତିହ୍ୟ ସମଗ୍ର ଭାରତବର୍ଷରେ ପ୍ରଚାରିତ । ଇଂରେଜ କବଳରୁ ବୀର ପାଇକ ପୁଅମାନେ ଲହୁ ବୁହାଇ ଶେଷ ପର୍ଯ୍ୟନ୍ତ ସ୍ବାଧୀନଗଡ ଭାବେ ଅବିହିତ କରିଥିଲେ । ଯାହାର ସଂଘର୍ଷମୟ କାହାଣୀ କେବଳ ଇତିହାସରେ ସ୍ଥାନ ପାଇଛି । । ପାଇକ ମାନଙ୍କ ବିରତ୍ବର ଗାଥା ବହନ କରୁଥିବା ବରୁଣେଇ ପାହାଡ ପାଦ ଦେଶରେ ସହିଦ ସ୍ମୃତି ସ୍ଥମ୍ଭର ଭିତ୍ତିପ୍ରସ୍ତର ପକାଇବା ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆସନ୍ତା 8ତାରିଖରେ ଖୋର୍ଦ୍ଧା ଗସ୍ତ କରିବେ ।

ସହିଦ ସ୍ମୃତି ସ୍ଥମ୍ଭର ଭିତ୍ତିପ୍ରସ୍ତର ପକାଇବାକୁ ଖୋର୍ଦ୍ଧା ଆସିବେ ରାଷ୍ଟ୍ରପତି କୋବିନ୍ଦ

ଏହି କାର୍ଯ୍ୟକ୍ରମରେ ପ୍ରାୟ 5ରୁ ଛଅ ହଜାର ଲୋକଙ୍କ ପାଇଁ ବନ୍ଦୋବସ୍ତ କରାଯାଇଥିବା ଦାୟିତ୍ବରେ ଥିବା ଆଇଓସିଏଲ ଜିଏମ କହିଛନ୍ତି । ସେଥିପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମକୁ ସୁନ୍ଦର କରିବା ପାଇଁ ଜିଲ୍ଲା ପ୍ରଶାସନ ଲାଗିପଡିଛି । ସେହିପରି ଜିଲ୍ଲା ବିଜେପି କାର୍ଯ୍ୟକର୍ତ୍ତା ରାଷ୍ଟ୍ରପତିଙ୍କ ଏହି ଗସ୍ତକୁ ନେଇ ବେଶ ଉତ୍ସାହିତ ଥିବା ଜଣାପଡିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ସଜେଇହେଉଛି ଖୋର୍ଦ୍ଧା

Body:ଖୋର୍ଦ୍ଧା : ବୀର ପାଇକ ମାଟି ଖୋର୍ଦ୍ଧାଗଡ଼ର ଐତିହ୍ୟ ସମଗ୍ର ଭାରତବର୍ଷରେ ପ୍ରଚାରିତ । ଇଂରେଜ କବଳରୁ ବୀର ପାଇକ ପୁଅମାନେ ଲୁହ ଲହୁ ବୁହାଇ ଶେଷ ପର୍ଯ୍ୟନ୍ତ ସ୍ୱାଧୀନ ଗଡ଼ ଭାବେ ଅବିହିତ କରିଥିଲେ । ଯାହାର ସଂଘର୍ଷମୟ କାହାଣୀ କେବଳ ଇତିହାସରେ ସ୍ଥାନ ପାଇଛି । ପାଇକ ମାନଙ୍କ ବିରତ୍ୱର ଗାଥା ବହନ କରୁଥିବା ବରୁଣେଇ ପାହାଡ଼ ପାଦ ଦେଶରେ ସହିଦ ସ୍ମୃତିସ୍ଥମ୍ଭର ଭିତ୍ତିପ୍ରସ୍ତର ପକାଇବା ପାଇଁ ଦେଶର ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆସନ୍ତା ଆଠ ତାରିଖରେ ଖୋର୍ଦ୍ଧା ଗସ୍ତ କରିବେ । ଏହି କାର୍ଯ୍ୟକ୍ରମରେ ପ୍ରାୟ ପଞ୍ଚ ରୁ ଛଅ ହଜାର ଲୋକଙ୍କ ପାଇଁ ବନ୍ଦୋବସ୍ତ କରାଯାଇଥିବା ଦାଇତ୍ୱରେ ଥିବା ଆଇଓସିଏଲ ଜିଏମ କହିଛନ୍ତି । ସେଥିପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମକୁ ସୁନ୍ଦର କରିବା ପାଇଁ ଜିଲା ପ୍ରଶାସନ ଲାଗିପଡିଛି । ସେହିପରି ଜିଲା ବିଜେପି କାର୍ଯ୍ୟକର୍ତା ରାଷ୍ଟ୍ରପତିଙ୍କ ଏହି ଗସ୍ତକୁ ନେଇ ବେସ ଉତ୍ସାହିତ ଥିବା ଜଣାପଡିଛି ।

Conclusion:ବାଇଟ1- ଏସ .କେ.ଝା,ଆଇଓସିଏଲ ଜିଏମ
2-ରଶ୍ମି ରଞ୍ଜନ ମହାପାତ୍ର,ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ବିଜେପି

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.