ETV Bharat / state

ପ୍ରକାଶ ପାଇଲା ପ୍ରାଣନାଥ ମହାବିଦ୍ୟାଳୟର +3 ପରୀକ୍ଷା ଫଳ, ପାସହାର 90.4 ପ୍ରତିଶତ

ପ୍ରକାଶ ପାଇଲା ପ୍ରାଣନାଥ ସ୍ବୟଂଶାସିତ ମହାବିଦ୍ୟାଳୟର ଯୁକ୍ତ 3 ପରୀକ୍ଷା ଫଳ। ଚଳିତ ବର୍ଷ ମୋଟ ପାସ ହାର 90.4 ପ୍ରତିଶତ ରହିଛି। ଅଧିକ ପଢ଼ନ୍ତୁ...

ପ୍ରକାଶ ପାଇଲା ପ୍ରାଣନାଥ ମହାବିଦ୍ୟାଳୟର +3 ପରୀକ୍ଷା ଫଳ, ପାସ ହାର 90.4 ପ୍ରତିଶତ

author img

By

Published : Oct 30, 2020, 7:26 PM IST

ଖୋର୍ଦ୍ଧା: ଖୋର୍ଦ୍ଧା ପ୍ରାଣନାଥ ସ୍ବୟଂଶାସିତ ମହାବିଦ୍ୟାଳୟର ଯୁକ୍ତ 3 ପରୀକ୍ଷା ଫଳ ପ୍ରକାଶ ପାଇଛି। ଚଳିତ ବର୍ଷ ପ୍ରାଣନାଥ ସ୍ବୟଂଶାସିତ ମହାବିଦ୍ୟାଳୟରେ ଯୁକ୍ତ 3 ପରୀକ୍ଷାରେ ମୋଟ ପାସ ହାର 90.4 ପ୍ରତିଶତ ରହିଛି। ଚଳିତ ବର୍ଷ କଳା, ବିଜ୍ଞାନ ଓ ବାଣିଜ୍ୟରେ ଛାତ୍ର ମାନଙ୍କଠାରୁ ଛାତ୍ରୀମାନେ ଭଳ ରେଜଲ୍ଟ କରିଛନ୍ତି ।

ପ୍ରାଣନାଥ ସ୍ବୟଂଶାସିତ ମହାବିଦ୍ୟାଳୟରେ ଛାତ୍ରୀମାନଙ୍କ ମୋଟ ପାସହାର 95.7 ପ୍ରତିଶତ ରହିଛି। ସେପଟେ ଛାତ୍ରମାନଙ୍କ ମୋଟ ପାସ ହାର 85.8 ପ୍ରତିଶତ ରହିଛି। ସେହିପରି କଳା ବିଭାଗରେ ପାସ୍ ହାର 90.4 ପ୍ରତିଶତ ରହିଛି। ଏହାସହ ବିଜ୍ଞାନ ବିଭାଗରେ ପାସ ହାର 92.3 ପ୍ରତିଶତ ରହିଛି। ବାଣିଜ୍ୟ ବିଭାଗରେ ପାସ ହାର 88.5 ପ୍ରତିଶତ ରହିଥିବା ନେଇ ସୂଚନା ଦେଇଛି ପ୍ରାଣନାଥ ସ୍ବୟଂଶାସିତ ମହାବିଦ୍ୟାଳୟ ପ୍ରଶାସନ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.